ETV Bharat / state

ଜଳବନ୍ଦୀ ଅଙ୍ଗନବାଡି, ପାଣିଘେରରେ ପାଠ ପଢୁଛନ୍ତି ପିଲା - ଅଙ୍ଗନବାଡି

ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଅଙ୍ଗନବାଡି କେନ୍ଦ୍ର ଭିତରେ ଓ ବାହାରେ ଆଣ୍ଠୁଏ ପାଣି ସହ ପଚ ପଚ କାଦୁଅ । ଏଭଳି ପରିସ୍ଥିତିରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁନି କୁନି ପିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jul 5, 2019, 8:42 PM IST

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଅଙ୍ଗନବାଡି କେନ୍ଦ୍ର ଭିତରେ ଓ ବାହାରେ ଆଣ୍ଠୁଏ ପାଣି ସହ ପଚ ପଚ କାଦୁଅ । ଏଭଳି ପରିସ୍ଥିତିରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁନି କୁନି ପିଲା । ଏ ଦୃଶ୍ୟ ହେଉଛି ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର । ଯେଉଁଠାରେ ମୌସୁମୀ ବର୍ଷା ପାଣିରେ ବୁଡି ରହିଛି ପିଲାଙ୍କ ଭବିଷ୍ୟତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏହି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଅଙ୍ଗନବାଡି ଚତୁଃପାର୍ଶ୍ବରେ ଜମିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଏଥିସହ ପାଣି ଜମା ହୋଇ ରହିଥିବାରୁ ଅସ୍ବାସ୍ଥ୍ୟକର ପରିବେଶରେ ପିଲାମାନଙ୍କ ପାଇଁ ତିଆରି ହେଉଛି ମଧ୍ୟାହ୍ନ ଭୋଜନ । ଏହି ଘଟଣାକୁ ନେଇ ଏନେକ ଦିନ ବିତିଥିବା ସତ୍ତ୍ବେ ପ୍ରଶାସନ ନେଇ ନାହିଁ କୌଣସି ପଦକ୍ଷେପ ।

ଦେଖିବାକୁ ବାକି ରହିଲା ଜଳବନ୍ଦୀରୁ କେବେ ମୁକୁଳୁଛି ଅଙ୍ଗନବାଡି ଓ କେବେ ମୁକୁଳୁଛନ୍ତି ପିଲାଏ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପାଟକୁରା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି ।
ଆସନ୍ତା ୨୦ତାରିଖରେ ପାଟକୁରା ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୨୪ତାରିଖରେ ଭୋଟ ଗଣତି ଆରମ୍ଭ ହେବ ।

Body:ଏନେଇ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ପାଟକୁରା ରେ ଦଳ ଭଲ ପ୍ରଦର୍ଶନ କରିବ । କାରଣ ଲୋକେ ଜାଣିଗଲେଣି ।ବିଜେପି -ବିଜେଡି ଗୋଟିଏ ମୃଦ୍ରାର ଦୁଇଟି ପାର୍ଶ୍ବ ।ବିଜେଡି ନିକଟରେ ହୋଇଥିବା ରାଜ୍ୟ ସଭା ନିର୍ବାଚନ ରେ ବିଜେଡ଼ି ପାଖରେ ସଂଖ୍ୟା ଥାଇ ମଧ୍ୟ ବିଜେପି କୁ ରାଜ୍ୟ ସଭା ଗିପ୍ଟି ଦେଇଛନ୍ତି ।

Conclusion:ଏହା ସହ ପାଟକୁରା ରେ ଲଢିବା ପାଇଁ ବିଭିନ୍ନ ପ୍ରସଙ୍ଗ ରହିଛି ।ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗ ।ଏହା ସହ ବିଜେପି ବିଜେଡି ସମ୍ପର୍କ ଲୋକମାନଙ୍କ ପାଖରେ ପହଞ୍ଚିବ ।ଗରିବ ଚାଷୀ ମାନଙ୍କ ସ୍ଵର ହେବ ।
ପାଟକୁରା ପାଇଁ ୯ଜଣ ବିଧାୟକ ବିଭିନ୍ନ ଦିନରେ ଯାଇ ପ୍ରଚାର କରିବେ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.