ETV Bharat / state

କଣ୍ଟେନମେଣ୍ଟ ଜୋନରେ ଟ୍ରକ ନେଇ ମାଲିକ ଗଣିଲେ 10ହଜାର ତଣ୍ଡ

କଣ୍ଟେନମେଣ୍ଟ ଜୋନରେ ଟ୍ରକ ପଶେଇ ମାଲିକ ଗଣିଲେ ୧୦ହଜାର ଟଙ୍କାର ଜୋରିମାନା । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓ ପୋଲିସ ଏତେ ସଜାଗ ରହିଥିବା ସତ୍ତ୍ବେ କିପରି କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଗାଡି ପଶିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଣ୍ଟେନମେଣ୍ଟ ଜୋନରେ ଟ୍ରକ ପଶାଇ ହଟାହଟ ହେଲେ ମାଲିକ, ଗଣିଲେ 10ହଜାର ତଣ୍ଡ

author img

By

Published : Jul 9, 2020, 1:59 PM IST

ମାଲକାନଗିରି: କଣ୍ଟେନମେଣ୍ଟ ଜୋନରେ ଟ୍ରକ ନେଇ ମାଲିକ ଗଣିଲେ ୧୦ହଜାର ଟଙ୍କାର ଜୋରିମାନା । ମାଲକାନଗିରି ଜିଲ୍ଲାର ପୌରପରିଷଦର ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ମାଲକାନଗିରି ପୌରପରିଷଦର ବାଲିମେଳା ଛକରୁ ଆଇଏମଏସଟି ଛକ, ମେଡିକାଲ ଛକ, କେନାଲ ରାସ୍ତା ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ସହ ବୋଫର ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

କଣ୍ଟେନମେଣ୍ଟ ଜୋନରେ ଟ୍ରକ ପଶାଇ ହଟାହଟ ହେଲେ ମାଲିକ, ଗଣିଲେ 10ହଜାର ତଣ୍ଡ

ଗୁରିବାର ସକାଳେ ଏକ ସିମେଣ୍ଟ ବୋଝେଇ ଟ୍ରକଟି ବାଲିମେଳା ଛକ ନିକଟସ୍ଥ କଣ୍ଟେନମେଣ୍ଟ ଜୋନରେ ପଶିଥିଲା । ଏହାପରେ ଜିଲ୍ଲା ପ୍ରଶାସନ ଟ୍ରକ ମାଲିକଙ୍କ ନାମରେ ୧୦ହଜାର ଟଙ୍କାର ଜୋରିମାନା କାଟିଥିଲା ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓ ପୋଲିସ ଏତେ ସଜାଗ ରହିଥିବା ସତ୍ତ୍ବେ କିପରି କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଗାଡି ପଶିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.