ETV Bharat / state

ରାସ୍ତା ମରାମତି ଦାବି କରି ଅବରୋଧ, ଆନ୍ଧ୍ର ଓ ମାଲକାନଗିରି ଯାତାୟତ ବାଧାପ୍ରାପ୍ତ

ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତରେ ରାସ୍ତା ମରାମତିକୁ ନେଇ ରାସ୍ତାରୋକ କରାଯାଇଛି । ବାରମ୍ବାର ମରାମତି ପାଇଁ ଦାବି କରାଯାଉଥିଲେ ମଧ୍ୟ ତାହା ହୋଇପାରିନାହିଁ । ତେଣୁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାରୋକ କରିଛନ୍ତି ।

author img

By

Published : Nov 25, 2019, 12:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତରେ ରାସ୍ତା ମରାମତିକୁ ନେଇ ରାସ୍ତାରୋକ କରାଯାଇଛି । ମାଲକାନଗିରିର ଚିତ୍ରକୋଣ୍ଡା ଓ ଆନ୍ଧ୍ରପ୍ରଦେଶର ସିଲେରୁର ଲୋକେ ମିଳିତ ଭାବେ ଏହି ରାସ୍ତାରୋକ କରିଛନ୍ତି । ଫଳରେ ଆନ୍ଧ୍ର ଓ ମାଲକାନଗିରିକୁ ଯାଉଥିବା ଅନେକ ଗାଡି ଓ ଯାତ୍ରୀ ବାଟରେ ଅଟକି ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଦୀର୍ଘ ଦିନରୁ ମାଲକାନଗିରି ଓ ଆନ୍ଧ୍ରକୁ ଯୋଗ କରୁଥିବା ଏହି ରାସ୍ତାଟି ଶୋଚନୀୟ ହୋଇପଡିଛି । ବାରମ୍ବାର ମରାମତି ପାଇଁ ଦାବି କରାଯାଉଥିଲେ ମଧ୍ୟ ତାହା ହୋଇପାରିନାହିଁ । ତେଣୁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାରୋକ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତ ରେ ରାସ୍ତା ସମସ୍ୟା କୁ ନେଇ ହଜାର ହଜାର ଲୋକଙ୍କ ରାସ୍ତା ରୋକ । Body:ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ ଆନ୍ଧ୍ରପ୍ରଦେଶ ର ସିଲେରୁ ର ହଜାର ହଜାର ଗ୍ରାମବାସୀ ମିଳିତ ଭାବେ ଏହି ରାସ୍ତା ରୋକ କରିଛନ୍ତି । ଦୀର୍ଘ ଦିନରୁ ମାଲକାନଗିରି ଓ ଆନ୍ଧ୍ର କୁ ଯୋଗ କରୁଥିବା ଏହି ରାସ୍ତା ଟି ଶୋଚନୀୟ ହୋଇପଡିଥିବା ବେଳେ ବାରମ୍ବାର ଏହାର ମରାମତି ପାଇଁ ଅଞ୍ଚଳ ବାସୀ ଦାବି କରି ଆସୁଥିଲେ । ତେବେ ରାସ୍ତା ମରାମତି ନ ହେବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିଲା । ଆଜି ଆନ୍ଦ୍ର ଓଡ଼ିଶାର ସୀମାନ୍ତ ସିଲେରୁ ଗ୍ରାମରେ ଉଭୟ ଚିତ୍ରକୋଣ୍ଡା ଓ ସିଲେରୁ ବାସିନ୍ଦା ଏକ ହୋଇ ରାସ୍ତା ରୋକ କରିଛନ୍ତି । ଫଳରେ ଆନ୍ଧ୍ର ଓ ମାଲକାନଗିରି କୁ ଯାଉଥିବା ଅନେକ ଗାଡି ଓ ଯାତ୍ରୀ ଅଟକି ରହିଛନ୍ତି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.