ETV Bharat / state

ମାଲକାନଗିରି ରକ୍ତ ଭଣ୍ଡାରରେ ନାହିଁ ରକ୍ତ, 300 ବଦଳରେ ଅଛି 3 ୟୁନିଟ

ମାଲକାନଗିରି ଜିଲ୍ଲା ହସ୍ପିଟାଲ ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ଅଭାବ । ରକ୍ତ ପାଇଁ ଶତାଧିକ ରୋଗୀ ନିର୍ଭର କରୁଛନ୍ତି ପଡୋଶୀ ରାଜ୍ୟ ଉପରେ ।

author img

By

Published : May 27, 2019, 2:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାର ରକ୍ତ ଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ ଦେଖାଦେଇଛି । ବୁନ୍ଦାଏ ରକ୍ତ ପାଇଁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାସକୁ 300ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତର ଆବଶ୍ୟକ ପଡୁଥିବା ବେଳେ ଗଚ୍ଛିତ ଅଛି କେବଳ 3 ୟୁନିଟ ରକ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବିଶେଷ କରି ଜିଲ୍ଲା ରକ୍ତ ଭଣ୍ଡାରରେ 'ବି' ପଜେଟିଭ ଗୋଟିଏ ଓ 'ଏବି' ପଜେଟିଭି ରକ୍ତ ଦୁଇ ଗୋଟିଥିବା ବେଳେ ଅନ୍ୟାନ୍ୟ ଗ୍ରୁପର ରକ୍ତ ନଥିବା ରକ୍ତ ଭଣ୍ଡାର ପକ୍ଷରୁ କୁହାଯାଇଛି । ଅନ୍ୟପଟେ, ଡାକ୍ତରଖାନାରେ ରକ୍ତ ନ ପାଇ ରୋଗୀ ନାହିଁ ନଥିବା ହଇରାଣ ହେଉଥିବାର ଜଣାପଡ଼ିଛି ।

ସେପଟେ, ଜିଲ୍ଲା ଚିକିତ୍ସାଳୟ ଅପେକ୍ଷା ପଡୋଶୀ ରାଜ୍ୟ ଛତିଶଗଡ ଉପରେ ନିର୍ଭର କରୁଛନ୍ତି ଶତାଧିକ ରୋଗୀ । ତେଣୁ ସବୁ ବର୍ଗର ଲୋକେ ଯଦି ଏଥିପ୍ରତି ଧ୍ୟାନ ଦେଇ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ରକ୍ତ ଭଣ୍ଡାର ପକ୍ଷରୁ ଅନୁରୋଧ କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାର ରକ୍ତ ଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ ଦେଖା ଦେଇଛି । ବୁନ୍ଦାଏ ରକ୍ତ ପାଇଁ ରୋଗୀ ନାହିଁ ନଥିବା ଅସୁଵିଧାର ସମ୍ମୁଖୀନ ହେଉଥିବା ଖବର ଆମ ପାଖରେ ପହଁଚିବା ପରେ ଆମେ ମାଲକାନଗିରି ରକ୍ତ ଭଣ୍ଡାରରଵାସ୍ତବ ସ୍ଥିତି ପରଖିଥିଲୁ । ଯାହା ଆମେ ଦେଖିଲୁ ତାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରରେ ମାସକୁ ପ୍ରାୟ 300ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତର ଆବଶ୍ୟକ ପଡୁଥିବା ବେଳେ ଆଜି ଗଛିତ ଅଛି କେବଳ 3ୟୁନିଟ ରକ୍ତ । ବିଶେଷ କରି ଜିଲ୍ଳା ରକ୍ତ ଭଣ୍ଡାରରେ ବି ପୋଜେଟିଭ ଗୋଟିଏ ଓ ଏବି ପଜେଟିଭି ରକ୍ତ ଦୁଇ ଗୋଟି ଥିବା ବେଳେ ଅନ୍ୟାନ ରକ୍ତ ରକ୍ତ ଭଣ୍ଡାରରେ ନଥିବା ରକ୍ତ ଭଣ୍ଡାର ପକ୍ଷରୁ କୁହା ଯାଇଛି । ଅପରି ପକ୍ଷରେ ଡାକ୍ଟରଖାନାରେ ରକ୍ତ ନ ପାଇ ରୋଗୀ ନାହିଁ ନଥିବା ହଇରାଣ ହେଉଥିବା ଜଣା ପଡ଼ିଛି । ବିଶେଷ କରି ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଜିଲ୍ଲା ସହ ପଡୋଶୀ ରାଜ୍ୟ ଛତିଶଗଡ଼ ର ଶତାଧିକ ରୋଗୀ ନିର୍ଭର କରି ଥାଆନ୍ତି । ଦିନକୁ ଦିନ ଧୀରେ ଧୀରେ ଜିଲ୍ଲା ରକ୍ତ ଭଣ୍ଡାର ରକ୍ତ ହୀନତା ହୋଇ କମା ଅଵସ୍ଥାକୁ ଚାଲି ଯାଉଥିବାରୁ ଏଥି ପ୍ରତି ଜିଲ୍ଲାର ସବୁ ବର୍ଗର ଲୋକେ ଦୃଷ୍ଟି ଦେଇ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ରକ୍ତ ଭଣ୍ଡାର ପକ୍ଷରୁ ଅନୁରୋଧ କରା ଯାଇଛି । ଏହା ସହ ଇଟିଭି ଭାରତ ମଧ୍ୟ ଅନୁରୋଧ କରୁଛି ସ୍ବେଚ୍ଛା କୃତ ରକ୍ତ ଦାନ କରି ରକ୍ତ ଅଭାବରୁ ମୃତ୍ୟ ମୁଖକୁ ଚାଲି ଯାଉଥିବା ଗୋଟିଏ ନିରୀହ ଜୀବନକୁ ବଞ୍ଚାନ୍ତୁ ।

Body:ଦିନକୁ ଦିନ ଧୀରେ ଧୀରେ ଜିଲ୍ଲା ରକ୍ତ ଭଣ୍ଡାର ରକ୍ତ ହୀନତା ହୋଇ କମା ଅଵସ୍ଥାକୁ ଚାଲି ଯାଉଥିବାରୁ ଏଥି ପ୍ରତି ଜିଲ୍ଲାର ସବୁ ବର୍ଗର ଲୋକେ ଦୃଷ୍ଟି ଦେଇ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ରକ୍ତ ଭଣ୍ଡାର ପକ୍ଷରୁ ଅନୁରୋଧ କରା ଯାଇଛି । ଏହା ସହ ଇଟିଭି ଭାରତ ମଧ୍ୟ ଅନୁରୋଧ କରୁଛି ସ୍ବେଚ୍ଛା କୃତ ରକ୍ତ ଦାନ କରି ରକ୍ତ ଅଭାବରୁ ମୃତ୍ୟ ମୁଖକୁ ଚାଲି ଯାଉଥିବା ଗୋଟିଏ ନିରୀହ ଜୀବନକୁ ବଞ୍ଚାନ୍ତୁ ।

Conclusion:ବାଇଟ-ସରଜ ସାହୁ,ବ୍ଲଡ଼ ବେଙ୍କ କର୍ମଚାରି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.