ETV Bharat / state

ମାଓ ତାଣ୍ଡବ: ଉଡାଇଲେ ପଞ୍ଚାୟତ ଅଫିସ, 20ରୁ30 ମାଓବାଦୀ ସଂପୃକ୍ତି ନେଇ ସୂଚନା - mathili

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 18, 2019, 8:06 AM IST

Updated : May 18, 2019, 9:54 AM IST

2019-05-18 07:55:21

ମାତିଲେ ମାଓବାଦୀ । ପଞ୍ଚାୟତ ଅଫିସକୁ ବିସ୍ଫୋରଣ କରି ଉଡାଇଲେ । ଘଟଣାସ୍ଥଳରେ ପହଞ୍ଚିଲେ ସୁରକ୍ଷାକର୍ମୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଭୋଟ ଗଣତି ପୂର୍ବରୁ ମାଓବାଦୀଙ୍କ ଲଙ୍କାକାଣ୍ଡ । ମାଲକାନିଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲିରେ ଭିଆଇଛନ୍ତି ବର୍ବରକାଣ୍ଡ । ସରକାରଙ୍କୁ ଟାର୍ଗେଟ କରି ପଞ୍ଚାୟତ ଅଫିସ ବିସ୍ଫୋରଣ କରି ଉଡାଇଛନ୍ତି ମାଓବାଦୀ ।  

ଏହି ଘଟଣାରେ 20 ରୁ 30 ଜଣ ମାଓବାଦୀ ସମ୍ପୃକ୍ତ ଥିବାବେଳେ ଏହି କାଣ୍ଡ ପଛରେ ଦରଭା ମାଓ ସଙ୍ଗଠନର ହାତ ଥିବା ଜଣାପଡିଛି । ମାଓବାଦୀଙ୍କ ଏହି ତାଣ୍ଡବ ଲୀଳା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି । ତେବେ ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳକୁ ସୁରକ୍ଷାକର୍ମୀ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବାକୁ ଲାଗିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ   

Intro:Body:

BREAKING

Conclusion:
Last Updated : May 18, 2019, 9:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.