ETV Bharat / state

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ନଗଦ ୧୦ ଲକ୍ଷ ଜବତ

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ନିର୍ମାଣ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ନଗଦ ୧୦ ଲକ୍ଷ ଜବତ
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ନଗଦ ୧୦ ଲକ୍ଷ ଜବତ
author img

By

Published : Mar 25, 2022, 7:42 PM IST

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ନିର୍ମାଣ ବିଭାଗ ୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ । ଡିସିବି ବ୍ୟାଙ୍କରେ ଟଙ୍କା ଜମା କରିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ । ତଦନ୍ତ ସମୟରେ 10 ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ଆଜି(ଶୁକ୍ରବାର) ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ ପ୍ରାୟ 10 ଲକ୍ଷ ଟଙ୍କା ନେଇ ଡିସିବି ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ସମୟରେ ଚଢାଉ କରିଥିଲା ଟିମ୍ । ଏହାପରେ ଦାସଙ୍କ ଠାରୁ ନଗଦ ଟଙ୍କା ଜବତ କରିବା ସହ ଖବର ଲେଖା ହେବା ସୁଦ୍ଧା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ବାସଗୃହରେ ତଲାସି ଜାରି ରଖିଛି ଭିଜିଲାନ୍ସ ବିଭାଗ ।

ମାଲକାନଗିରିରୁ ପଞ୍ଚାନନ ନାୟକ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.