ETV Bharat / state

ନିରପେକ୍ଷ ତଦନ୍ତ ପାଇଁ ଚିତ୍ରକୋଣ୍ଡା SDPOଙ୍କ ବଦଳି ଦାବି କଲା କଂଗ୍ରେସ

author img

By

Published : Aug 19, 2022, 8:58 AM IST

ଗଞ୍ଜେଇ ଜବତ ବେଳେ ମହିଳାଙ୍କୁ ମାଡ ମାମଲା । ନିରପେକ୍ଷ ତଦନ୍ତ ପାଇଁ ଚିତ୍ରକୋଣ୍ଡା ଏସଡିପିଓଙ୍କ ବଦଳି ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

ନିରପେକ୍ଷ ତଦନ୍ତ ପାଇଁ ଚିତ୍ରକୋଣ୍ଡା ଏସଡିପିଓଙ୍କ ବଦଳି ଦାବି କଲା କଂଗ୍ରେସ

ମାଲକାନଗିରି: ଗଞ୍ଜେଇ ଜବତ ବେଳେ ମହିଳାଙ୍କୁ ଚିତ୍ରକୋଣ୍ଡା ଏସଡିପିଓଙ୍କ ମାଡ଼ ଦେବା ଘଟଣା । ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ବଦଳି ଦାବି କଲା କଂଗ୍ରେସ । ଅଂଶୁମାନଙ୍କ ବିରୁଦ୍ଧରେ ୩ଟି ମାମଲା ରୁଜୁ ହେବା ପରେ କୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏସଡିପିଓ ଚିତ୍ରକୋଣ୍ଡାରେ ସେମିତି ହଁ କାର୍ଯ୍ୟ କରୁଛନ୍ତି । ତେଣୁ ଯଦି ସେ ସେଠାରେ ରହିବେ ତେବେ କେବେ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ । ତେଣୁ 15 ଦିନ ମଧ୍ୟରେ ଏସଡିପିଓଙ୍କ ବଦଳି କରାଯାଉ ବୋଲି କଂଗ୍ରେସ ଦାବି କରିଛି । ନ ହେଲେ ଆସନ୍ତା 2 ତାରିଖ ଠାରୁ ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଦଳ ଚେତାବନୀ ଦେଇଛି ।

ସୂଚନା ଅନୁଯାୟୀ, ଗତ ଜୁନ 7 ତାରିଖ ଦିନ ମାଲକାନଗିରି RSC13 ଗ୍ରାମରେ ରାତି ଅଧିଆ ଗଞ୍ଜେଇ ଜବତ ବେଳେ ଏସଡିପିଓ ଅଂଶୁମାନ 4 ଜଣ ମହିଳାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାରେ ପରେ ସେ ଖୁବ୍ ବିବାଦୀୟ ହୋଇପଡିଥିଲେ । ତାଙ୍କ ବିରୁଦ୍ଧରେ କୋର୍ଟରେ 3ଟି ମାମଲା ରୁଜୁ ହୋଇଥିଲା । ଏହାପରେ କୋର୍ଟ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.