ETV Bharat / state

ଲାଲଗଡରେ ଭୋଟ ବର୍ଜନ କଲେ 1200 ଭୋଟର

author img

By

Published : Apr 11, 2019, 10:11 AM IST

Updated : Apr 11, 2019, 3:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

2019-04-11 10:10:26

ଲାଲଗଡରେ ଭୋଟ ବର୍ଜନ କଲେ 1200 ଭୋଟର

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମତଦାନ କେନ୍ଦ୍ର ଦୂର ହୋଇଥିବାରୁ ଭୋଟ ବର୍ଜନ କଲେ 1200 ଭୋଟର । ଏଭଳି ଅସନ୍ତୋଷ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ ମାଥିଲି ବ୍ଲକ୍ କେଡେଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋରାପାଲି ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ।  ଗାଁ ଠାରୁ ମତଦାନ କେନ୍ଦ୍ର 9 କିମି ଦୂର ହୋଇଥିବାରୁ ଭୋଟ ବର୍ଜନ କରିଛନ୍ତି କୋରାପାଲି ଗ୍ରାମବାସୀ। 

ଅଧିକ ପଢନ୍ତୁ: କଂଗ୍ରେସକୁ ଝଟକା: ଦଳ ଛାଡିଲେ ସୋନାଲୀ

Intro:Body:

aljkuias

Conclusion:
Last Updated : Apr 11, 2019, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.