ETV Bharat / state

ଡିଏସ୍‌ପିଙ୍କ ପ୍ରେମ କାହାଣୀ: ପୋଲିସ କବଜାରେ ରସିକିଆ ପୋଲିସ ଅଧିକାରୀ - Blackmaling case

ମାଲକାନଗିରି ପୋଲିସ ଅଧିକାରୀଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଅଭିଯୋଗ ପରେ ସଦର ଥାନା ଡିଏସପି ଅକ୍ଷୟ ନାୟକଙ୍କୁ ଅଟକ ରଖିଛି କଳାହାଣ୍ଡି ପୋଲିସ । ଅଧିକ ପଢନ୍ତୁ...

ଡିଏସ୍‌ପିଙ୍କ ପ୍ରେମ କାହାଣୀ
ଡିଏସ୍‌ପିଙ୍କ ପ୍ରେମ କାହାଣୀ
author img

By

Published : Dec 18, 2020, 10:21 AM IST

ମାଲକାନଗିରି:କଳାହାଣ୍ଡିରେ ଅଟକ ରହିଲେ ମାଲକାନଗିରି ଡିଏସପି । ମାଲକାନଗିରି ସଦର ଥାନା ଡିଏସପି ଅକ୍ଷୟ ନାୟକଙ୍କୁ ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ଓ ପ୍ରତାରଣା ସହିତ ବ୍ଲାକମେଲିଂ କରିବା ଅଭିଯୋଗରେ ଅଟକ ରଖିଛି କଳାହାଣ୍ଡି ପୋଲିସ ।

ଡିଏସ୍‌ପିଙ୍କ ପ୍ରେମ କାହାଣୀ
ଡିଏସ୍‌ପିଙ୍କ ପ୍ରେମ କାହାଣୀ

ମିଳିଥିବା ସୂଚନା ମୁତାବକ, ଜଣେ ବିବାହିତା ମହିଳା କନଷ୍ଟେବଳ ସହ ପ୍ରେମ, ପ୍ରତାରଣା ଓ ବ୍ଲାକମେଲିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ କେସିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ମହିଳା କନଷ୍ଟେବଳ ଜଣଙ୍କ କେସିଙ୍ଗା ଥାନାରେ କାର୍ଯ୍ୟରତ ଅଛନ୍ତି।

ଅଟକ ଡିଏସ୍‌ପି ଅକ୍ଷୟ ନାୟକ 10 ବର୍ଷ ତଳେ କେସିଙ୍ଗାରେ କାର୍ଯ୍ୟରତ ଥିବାବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିବା କୁହାଯାଉଛି। ସେ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ ବୋଲି ମହିଳା କନେଷ୍ଟବଳ ଜଣଙ୍କ ଦାବି କରିଛନ୍ତି। ଫଳରେ ଡିଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.