ETV Bharat / state

ସ୍ବାଭିମାନ ଅଞ୍ଚଳରୁ ଟିଫିନ ବୋମା ଓ ବିସ୍ଫୋରକ ଜବତ

author img

By

Published : Jun 12, 2021, 9:45 PM IST

ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଟିଫିନ ବୋମା ଓ ବିପୁଳ ପରିମାଣରେ ବିସ୍ଫୋରକ ଜବତ । ବିଏସଏଫ ଓ ଓଡିଶାର ପୋଲିସର ମିଳିତ ଅପରେସନ ବେଳେ ଜବତ କରାଯାଇଛି । ଅଧିକ ପଢନ୍ତୁ...

IEDs and explosive recovered
ସ୍ବାଭିମାନ ଅଞ୍ଚଳରୁ ଟିଫିନ ବୋମା ଓ ବିସ୍ଫୋରକ ଜବତ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରୁ ଟିଫିନ ବୋମା ଓ ବିପୁଳ ପରିମାଣରେ ବିସ୍ଫୋରକ ଜବତ । ବିଏସଏଫ ଓ ଓଡିଶାର ପୋଲିସର ମିଳିତ ଅପରେସନ ବେଳେ ଜବତ କରାଯାଇଛି । ଏନେଇ ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି ।

  • BSF and Odisha Police thwart Maoist threat and recovered three tiffin IEDs and explosive in the general area of Mandapalli in Swabhimaan Anchal, Malkangiri along Andhra Pradesh-Odisha border: Border Security Force, Odisha pic.twitter.com/yno5ihoLES

    — ANI (@ANI) June 12, 2021 " class="align-text-top noRightClick twitterSection" data=" ">

ଓଡିଶା ଓ ଆନ୍ଧ୍ର ବର୍ଡରରେ BSF ଓ ଓଡିଶାର ପୋଲିସର ମିଳିତ ଅପରେସନ ବେଳେ ମାଲକାନଗିରି ସ୍ବାଭିମାନ ଅଞ୍ଚଳର ମାଣ୍ଡାପାଲ୍ଲୀରେ ଟିଫିନ ଆଇଇଡି ଓ ବିସ୍ଫୋରକ ଜବତ କରାଯାଇଛି । ମାଓବାଦୀମାନେ ବ୍ୟବହୃତ କରୁଥିବା ଆଇଇଡି ଓ ବିସ୍ଫୋରକ ଜବତ କରିଛନ୍ତି ।

ତିନୋଟ ଟିଫିନ ଆଇଇଡି ଓ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛି ବିଏସଏଫ ଓ ପୋଲିସ । ସୂଚନାଥାଉକି ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ପୂର୍ବାପେକ୍ଷା କମ ରହିଥିଲେ ମଧ୍ୟ ବେଳେବେଳେ ସେମାନଙ୍କ ଗତିବିଧି ନଜରକୁ ଆସୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.