ETV Bharat / state

ପରିତ୍ୟକ୍ତ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର - ଶିଶୁକନ୍ୟା ଉଦ୍ଧାର

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରପାଲ୍ଲଲି ଅଞ୍ଚଳରେ ପରିତ୍ୟକ୍ତ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁ ମଙ୍ଗଳ କମିଟି ଜିଲ୍ଲା ସଦର ଚିକିତ୍ସାଳୟର ଏସଏନସିୟୁରେ ଶିଶୁର ଚିକିତ୍ସା କରିବା ପରେ ଆଜି ନବରଙ୍ଗପୁରର ସ୍ପେଶାଲ ଆଡପ୍ସନ ଏଜେନ୍ସିକୁ ହସ୍ତାନ୍ତର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Aug 16, 2019, 1:59 PM IST

Updated : Aug 16, 2019, 3:23 PM IST

ମାଲକାନଗିରି: ପରିତ୍ୟକ୍ତ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର କରାଯାଇଛି । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରପାଲ୍ଲଲି ଅଞ୍ଚଳରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜଣେ ନାବାଳିକା ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲା । ମାତ୍ର ତାର ରକ୍ଷଣାବେକ୍ଷଣା ପାଇଁ ନାବାଳିକାର କେହି ସମ୍ପର୍କୀୟ ନଥିବାରୁ ସେ ତାକୁ ଛାଡି ଚାଲିଯାଇଥିଲା । ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଶିଶୁଟିକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ । ଗୋଟିଏ ସପ୍ତାହ ଧରି ଶିଶୁ ମଙ୍ଗଳ କମିଟି ଜିଲ୍ଲା ସଦର ଚିକିତ୍ସାଳୟର ଏସଏନସିୟୁରେ ଶିଶୁର ଚିକିତ୍ସା କରିବା ପରେ ଆଜି ନବରଙ୍ଗପୁରର ସ୍ପେଶାଲ ଆଡପ୍ସନ ଏଜେନ୍ସିକୁ ହସ୍ତାନ୍ତର କରିଛି ।

ସୂଚଚନାଯୋଗ୍ୟ, ପୂର୍ବରୁ ଏହି ସଂସ୍ଥା ମାଲକାନଗିରି ଜିଲ୍ଲାର ଅନେକ ଅନାଥ ଶିଶୁଙ୍କୁ ପାଳିଛି । ଉଦ୍ଧାର ହୋଇଥିବା ଏହି ଶିଶୁକନ୍ୟା ପାଇଁ ମଧ୍ୟ ଉତ୍ତମ ବ୍ୟବସ୍ଥା କରାଯିବ ବୋଲି ସଂସ୍ଥାର ମୁଖ୍ୟ କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଶିଶୁକୁ ମିଳିଲା ପରିବାର । Body:ମାଓ ପ୍ରବଣ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲୋକ ଅନ୍ତର୍ଗତ ଟେମୁରପାଲ୍ଲି ଅଞ୍ଚଳର ଜଣେ ନାବାଳିକା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ତେବେ ଶିଶୁଟିକୁ ଦେଖିବା ଲାଗି କେହି ସଂପର୍କିୟ ନଥିବାରୁ ଏକ ପରିତ୍ୟକ୍ତ ଅବସ୍ତାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ପାଖରେ ହସ୍ତାନ୍ତର କରିଛି । ଏକ ସପ୍ତାହ ଧରି ଶିଶୁ ମଙ୍ଗଳ କମିଟି ଜିଲ୍ଲା ସଦର ଚିକିଚାଳୟ ର ଏସ.ଏନ.ସି.ୟୁ ରେ ଭର୍ତ୍ତିକରି ଚିକିସ୍ଚା କରିବା ପରେ ଆଜି ନବରଙ୍ଗପୁରର ସ୍ବତନ୍ତ୍ର ଶିଶୁ ପାଳନ ସଂସ୍ଥା ପାଖରେ ହସ୍ତାନ୍ତର କରିଛି । ଏହି ସଂସ୍ଥା ପୁର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲାର ଅନେକ ଅନାଥ ଶିଶୁଙ୍କୁ ନେଇ ବିଦେଶି ଦମ୍ପତ୍ତିଙ୍କୁ ଦେଇଛନ୍ତି । ଏହି ଶିଶୁ ପୁତ୍ରଟିକୁ ମଧ୍ୟ ସେପରି ଉତ୍ତମ ବ୍ୟବସ୍ତା କରାଯିବ ବୋଲି ସଂସ୍ଥାର ମୁଖ୍ୟ କହିଛନ୍ତି ।Conclusion:ବାଇଟ ୧ – ଅଶୋକ ପଟ୍ଟନାୟକ, ଶିଶୁ ମଙ୍ଗଳ କମିଟିର ଅଧକ୍ଷ

ବାଇଟ ୨ –ସାଗର ପଟ୍ଟନାୟକ, ନବରଙ୍ଗପୁର, ସ୍ବତନ୍ତ୍ର ଶିଶୁ ପାଳନ ସଂସ୍ଥାର ମୁଖ୍ୟ
Last Updated : Aug 16, 2019, 3:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.