ETV Bharat / state

ମାଓବାଦୀ ଆତ୍ମସମର୍ପଣ କଲେ କରାଯିବ ମାଗଣା ଚିକିତ୍ସା: ଏସପି - mao

ଛତିଶଗଡ ମାଓବାଦୀ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ପରେ ମାଲକାନଗିରି ଏସପି ମାଓବାଦୀଙ୍କୁ କଲେ ଆହ୍ବାନ। ଅଧିକ ପଢନ୍ତୁ...

ମାଓବାଦୀ ଆତ୍ମସମର୍ପଣ କଲେ କରାଯିବ ମାଗଣା ଚିକିତ୍ସା

author img

By

Published : May 12, 2021, 7:45 PM IST

ମାଲକାନଗିରି: ଛତିଶଗଡ ମାଓବାଦୀଙ୍କ କୋରୋନାରେ ମୃତ୍ୟୁ ପରେ ମାଲକାନଗିରି SP ମାଓବାଦୀଙ୍କୁ କଲେ ଆହ୍ବାନ। କୋରୋନା ଆକ୍ରାନ୍ତ କିମ୍ବା ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ କରାଯିବ ମାଗଣା ଚିକିତ୍ସା। ମାଓବାଦୀଙ୍କ ପାଇଁ ମାଓ ପ୍ରଭାବିତ ଇଲାକାରେ ଥିବା ଗ୍ରାମବାସୀଙ୍କୁ ବଢିପାରେ କୋରୋନା ସଂକ୍ରମଣ। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି SP ଋଷିକେଶ ଦୟାନନ୍ଦ ଖିଲାରୀ।

ମାଓବାଦୀ ଆତ୍ମସମର୍ପଣ କଲେ କରାଯିବ ମାଗଣା ଚିକିତ୍ସା

ଯେଉଁ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିବେ ସେମାନଙ୍କ ନାଁରେ କୌଣସି ମାମଲା ରୁଜୁ ହେବ ନାହିଁ। ମାଓ ପ୍ରଭାବିତ ଇଲାକାରେ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ ରଖିଛି ମାଲକାନଗିରି ପୋଲିସ। କୌଣସି ଗାଁକୁ ମାଓବାଦୀ ପ୍ରବେଶ କରେଇ ନ ଦେବାକୁ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରାଯାଇଥିବା କହିଛନ୍ତି SP ।

ଗତକାଲି ଛତିଶଗଡର ବିଜାପୁର ପୋଲିସ ମାଓ କ୍ୟାମ୍ପରୁ ଯେଭଳି ଭାବେ କୋରୋନା ଆକ୍ରାନ୍ତରେ ମୃତ୍ୟୁ ମାଓବାଦୀଙ୍କ ଏକ ଲମ୍ବା ତାଲିକା ପାଇଥିଲା । ତେଣୁ ଆଜି ମାଲକାନଗିରି ଏସପି ଋଷିକେଶ ଖିଲାରୀ ସମସ୍ତ ମାଓବାଦୀଙ୍କୁ ଅପିଲ କରିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.