ETV Bharat / state

ନକଲି ପୋଲିସକୁ ଧରିଲା ଅସଲି ପୋଲିସ - fake police arrested

ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କଠାରୁ ବଟି ଆଦାୟ କରୁଥିବା ବେଳେ ମାଲକାନଗିରି ବାଲିମେଳା ପୋଲିସ 3 ବଟି ଆଦାୟକାରୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ନକଲି ପୋଲିସକୁ ଧରିଲା ଅସଲି ପୋଲିସ
ନକଲି ପୋଲିସକୁ ଧରିଲା ଅସଲି ପୋଲିସ
author img

By

Published : Dec 28, 2019, 4:17 PM IST

ମାଲକାନଗିରି: ଜିଲ୍ଲାର ବାଲିମେଳା ପୋଲିସ ହାତରେ 3 ବଟି ଆଦାୟକାରୀ । ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କଠାରୁ ବଟି ଆଦାୟ କରୁଥିବା ବେଳେ ଗିରଫ କରିଛି ଜିଲ୍ଲା ପୋଲିସ ।

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କତାପାଲ୍ଲୀ ଗ୍ରାମର ଆନନ୍ଦ ପାଙ୍ଗି ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ସେ ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ବେପାର କରୁଛନ୍ତି ବୋଲି କହି ତାଙ୍କୁଠାରୁ ଏମାନେ ଏକ ଲକ୍ଷ 10ହଜାର ଟଙ୍କା ଜୋର ଜବରଦସ୍ତ ଦେବା ପାଇଁ ବାଧ୍ୟ କରିଥିଲେ । ଆନନ୍ଦ ପାଙ୍ଗି ତାଙ୍କୁ ଡିସେମ୍ବର 8 ତାରିଖରେ 10 ହଜାର ଟଙ୍କା ଦେଇଥିଲେ ଏବଂ ବାକି 1 ଲକ୍ଷ ଟଙ୍କା ଡିସେମ୍ବର 25 ତାରିଖରେ ଦେବେ ବୋଲି କହିଥିଲେ ।

ଏହାପରେ ସେହି ଅଭିଯୁକ୍ତମାନେ 25 ତାରିଖରେ ଟଙ୍କା ମାଗିବାକୁ ଯାଇଥିଲେ କିନ୍ତୁ ଗ୍ରାମବାସୀମାନେ ଏକତ୍ରିତ ହୋଇ ସେମାନଙ୍କୁ କେଉଁ ବିଭାଗରୁ ଆସିଛ ବୋଲି ପଚରାଉଚରା କରିବାରୁ ସେମାନେ ସେଠାରୁ ଛତ୍ରଭଙ୍ଗ ଦେଇ ପଳାଇ ଆସିଥିଲେ। ସେମାନେ ଯାଇଥିବା ବୋଲେରୋର ନମ୍ବରକୁ ଗ୍ରାମବାସୀ ମାନେ ନୋଟ କରି ବାଲିମେଳା ଥାନାରେ ଏତଲା ଦେଇଥିଲେ।

ଏହାପରେ ବାଲିମେଳା ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏହି ଅଭିଯୁକ୍ତମାନେ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ପିଟାକାଟା ଗ୍ରାମର ସୁଜନ ମଜୁମଦାର, ମାରିବେଡା ଗ୍ରାମର ଜଗନ୍ନାଥ ମଣ୍ଡଳ ଓ ଅନ୍ୟଜଣେ ଏମ.ଭି-23 ଗ୍ରାମର ବିଦୁ ସାହା ।

ପୋଲିସ ଏମାନଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ବାଲିମେଳା ପୋଲିସ ହାତରେ ୩ ବଟି ଆଦାୟକାରୀ । ଏମିତି କି ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କ ଠାରୁ ବଟି ଆଦାୟ କରୁଥିବା ବେଳେ ଗିରଫ କରିଛି ପୋଲିସ।

Body: ଟିକିଏ ଭଲ ଭାବେ ଦେଖନ୍ତୁ ଏହି ଅଭିଯୁକ୍ତ ମାନଙ୍କୁ ଏମାନେ ଏମିତି ସେମିତି ଠକ ନୁହନ୍ତି ପୋଲିସ ଭେସ ରେ ଲୋକଙ୍କୁ ଠକୁ ଥିବା ଠକ ହେଉଛନ୍ତି ଏମାନେ । ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କତାପାଲ୍ଲୀ ଗ୍ରାମର ଆନନ୍ଦ ପାଙ୍ଗି ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ସେ ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ବେପାର କରୁଛନ୍ତି ବୋଲି କହି ତାଙ୍କୁ ଏହି ଆଦାୟକାରୀ ମାନେ ୧ ଲକ୍ଷ ୧୦ ହଜାର ଟଙ୍କା ଜୋର ଜବରଦସ୍ତି ଦେବା ପାଇଁ ବାଧ୍ୟ କରିଥିଲେ। ଆନନ୍ଦ ପାଙ୍ଗି ତାଙ୍କୁ ଡିସେମ୍ବର ୮ ତାରିଖରେ ୧୦ ହଜାର ଟଙ୍କା ବାଧ୍ୟ ହୋଇ ଦେଇଥିଲେ ଏବଂ ବାକି ୧ ଲକ୍ଷ ଟଙ୍କା ଡିସେମ୍ବର ୨୫ ତାରିଖରେ ଦେବେ ବୋଲି କହିଥିଲେ। ଏହାପରେ ସେହି ଅଭିଯୁକ୍ତମାନେ ୨୫ ତାରିଖରେ ଟଙ୍କା ମାଗିବାକୁ ଯାଇଥିଲେ କିନ୍ତୁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ସେମାନଙ୍କୁ କେଉଁ ବିଭାଗରୁ ଆସିଛ ବୋଲି ପଚରାଉଚରା କରିବାରୁ ସେମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ସେମାନେ ଏକ ବୋଲେରୋ ଯୋଗେ ସେହି ଗ୍ରାମକୁ ଯାଇଥିଲେ। ଗ୍ରାମବାସୀ ମାନେ ସେମାନଙ୍କ ଗାଡି ନମ୍ବରକୁ ନୋଟ କରି ବାଲିମେଳା ଥାନାରେ ଏତଲା ଦେଇଥିଲେ। ପରେବାଲିମେଳା ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏହି ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ପିଟାକାଟା ଗ୍ରାମର ସୁଜନ ମଜୁମଦାର, ମାରିବେଡା ଗ୍ରାମର ଜଗନ୍ନାଥ ମଣ୍ଡଳ ଓ ଅନ୍ୟଜଣେ ଏମ.ଭି-୨୩ ଗ୍ରାମର ବିଦୁ ସାହା ଯେ କି ମାଲକାନଗିରି ମୋଡେଲ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁ ଛନ୍ତି । ସେମାନଙ୍କୁ ନାମରେ ଏକ ମାମଲା ରୁଜୁ କରି ଆଜି ପୋଲିସ କୋର୍ଟ ଚାଲାଣ କରିଥିବା କହିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.