ETV Bharat / state

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ମୃତ

କାଲିମେଳା ବ୍ଲକରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଗାଈର ମୃତ୍ୟୁ ହୋଇଛି । ଏ ନେଇ ବିଦ୍ୟୁତ ଅଧିକାରୀଙ୍କୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ପ୍ରକାର ସମାଧାନ ହୋଇପାରିନାହିଁ l

author img

By

Published : Jun 2, 2019, 7:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: କାଲିମେଳା ବ୍ଲକ ଅନ୍ତର୍ଗତ ଏମ. ଭି-୭୯ ଗ୍ରାମର ନୂଆ ଗ୍ରାମ ଠାରୁ ୩୦୦ ମିଟର ଦୂରରେ ଏକ ଜମିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଗାଈର ମୃତଦେହ ଦେଖିବାକୁ ମିଳିଛି l

ପୂର୍ବରୁ ଏହିଭଳି ଅନେକ ଗାଈ ଏହି ଅଞ୍ଚଳରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବାବେଳେ ରବିବାର ମଧ୍ୟ ଅନୁରୂପ ଭାବେ ଏହିଭଳି ଘଟଣା ଦେଖିବାକୁ ମିଳିଛି l ଏ ନେଇ ବିଦ୍ୟୁତ ଅଧିକାରୀଙ୍କୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ପ୍ରକାର ସମାଧାନ ହୋଇପାରିନାହିଁ l

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ଗୋରୁ ମୃତ୍ୟୁ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହା କୌଣସି ବିଦ୍ୟୁତ ଅଧିକାରୀଙ୍କ ନଜରକୁ ଆସୁନାହିଁ l ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି l

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ. ଭି-୭୯ ଗ୍ରାମର ନୂଆ ଗ୍ରାମ ଠାରୁ ୩୦୦ ମିଟର ଦୂରରେ ଏକ ଜମିରେ ବିଦ୍ୟୁତ ତାରର ସଂସ୍ପର୍ଶରେ ଆସି ଗୋଟାଏ ଗାଈ ର ମୃତ ଦେହ ଦେଖିବାକୁ ମିଳିଛି l ପୂର୍ବରୁ ଏହି ଭଳି ଅନେକ ଗାଈ ଏହି ଅଞ୍ଚଳରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ବେଳେ ଆଜି ମଧ୍ୟ ଅନୁରୂପ ଭାବେ ଏହିଭଳି ଘଟଣା ଦେଖିବାକୁ ମିଳିଛି l ଏ ନେଇ ବିଦ୍ୟୁତ ଅଧିକାରୀ ଙ୍କୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ପ୍ରକାର ସମାଧାନ ହୋଇପାରିନାହିଁ l ବିଶେଷ କରି ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କୌଣସି ବିଦ୍ୟୁତ ଅଧିକାରୀ ଙ୍କ ନଜରକୁ ଆସୁନାହିଁ l ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି l ଆଗାମୀ ଦିନରେ ବିଦ୍ୟୁତ ବିଭାଗ ଏହା ପ୍ରତି  ଏହାର ସ୍ଥାୟୀ ସମାଧାନ କରୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

Sent from my Samsung Galaxy smartphone.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.