ETV Bharat / state

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା - mao encounter

ଅଗଷ୍ଟ 28ତାରିଖରେ ମାଲକାନଗିରି ଜିଲ୍ଲା ଡାବୁଗୁଡା ଠାରେ ହୋଇଥିବା ମାଓବାଦୀ ଏନକାଉଣ୍ଟରେ ଡିଭିଏଫ ଯବାନ ଜୟରାମ କବାସୀ ଶହୀଦ ହୋଇଥିଲେ । ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରିଛି ମାଲକାନଗିରି ଜିଲ୍ଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Sep 2, 2019, 2:58 PM IST

ମାଲକାନଗିରି: ମାଓବାଦୀ ଏନକାଉଣ୍ଟରରେ ଶହୀଦ ହେଲେ ମାଲକାନଗିରିର ଡିଭିଏଫ ଯବାନ ଜୟରାମ କବାସୀ । ତାଙ୍କର ଶହୀଦ ହେବା ପରେ ନିସ୍ତବ୍ଧ ହୋଇଥିଲା ମାଲକାନଗିରି ଜିଲ୍ଲା । ତାଙ୍କର ସ୍ମୁତି ଉଦ୍ଦେଶ୍ୟରେ ଜିଲ୍ଲା ପୋଲିସ ଓ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଅଗଷ୍ଟ28ତାରିଖରେ ମାଲକାନଗିରି ଜିଲ୍ଲା ଡାବୁଗୁଡା ଠାରେ ହୋଇଥିବା ମାଓବାଦୀ ଏନକାଉଣ୍ଟରେ ଡିଭିଏଫ ଯବାନ ଜୟରାମ କବାସୀ ଶହୀଦ ହୋଇଥିଲେ । ଏସପି ହୃଷିକେଶ ଖିଲାରୀ ଯୋଗ ଦେଇ ଡି.ଏନ.କେ ଖେଳ ପଡିଆଠାରେ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ପରେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଜିଲ୍ଲା ପୋଲିସର ସମସ୍ତ କର୍ମଚାରୀଙ୍କ ସହ ମାଲକାନଗିରିର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଜିଲ୍ଲାର ସମସ୍ତ ସମାଜସେବୀ ସାମିଲ ହୋଇ ବସଷ୍ଟାଣ୍ଡସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇଥିଲେ ।

ସେଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବାବେଳେ ମାଲକାନଗିରି ଡିଏଫଓ ପ୍ରଦୀପ ମିରସେ ଯୋଗ ଦେଇ ବିର ସହୀଦ ଜୟରାମଙ୍କ ଆତ୍ମବଳି ଚୀର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମଡେଲ ଥାନା ଅଧିକାରୀ ରାମ ନାଗ ପରିଚାଳନା କରିଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଗତ 28ତାରିଖ ରେ ମାଲକାନଗିରି ଜିଲ୍ଲା ଡାବୁଗୁଡା ଠାରେ ହୋଇଥିବା ଏନକାଉଣ୍ଟରେ ଡି ଭି ଏଫ ଯବାନ ଜୟରାମ କବାସୀ ସହିଦ ହୋଇଥିଲେ । ଏହା ପରେ ମାଲକାନଗିରି ଜିଲ୍ଲା ହୋଇଥିଲା ନିସ୍ତବ୍ଧ ।

Body:ତାଙ୍କ ସ୍ମୁତି ଉଦ୍ଧେଶ୍ୟରେ ମାଲକାନଗିରି ପୋଲିସ ଓ ନାଗରିକ ସୁରକ୍ଷା ମଞ୍ଚ ତରଫରୁ ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏସ୍ପି ହୃଷିକେଶ ଖିଲାରୀ ଯୋଗ ଦେଇ ଡି.ଏନ.କେ ଖେଳ ପଡିଆ ଠାରେ ଏହି ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ । ପରେ ଏହି କେଣ୍ଡେଲ ଶୋଭାଯାତ୍ରାରେ ଜିଲ୍ଲା ପୋଲିସର ସମସ୍ତ କର୍ମଚାରୀଙ୍କ ସହ ମାଲକାନଗିରିର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଓ ଜିଲ୍ଲାର ସମସ୍ତ ସମାଜ ସେବୀ ସାମିଲ ହୋଇ ବସଷ୍ଟାଣ୍ଡ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇଥିଲେ । ସେଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ମାଲକାନଗିରି ଡିଫଓ ପ୍ରଦୀପ ମିରସେ ଯୋଗ ଦେଇ ବିର ସହୀଦ ଜୟରାମଙ୍କ ଆତ୍ମବଳି ଚୀର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମୋଡେଲ ଥାନା ଅଧିକାରୀ ରାମ ନାଗ ପରିଚାଳନା କରିଥିଲେ ।

Conclusion:ମାଲକାନ ଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.