ETV Bharat / state

ସ୍କୁଲରେ ଭାଲୁ ଆତଙ୍କ, ସିସିଟିଭିରେ ଏକଦ ହେଲା ଦୃଶ୍ୟ

author img

By

Published : Dec 14, 2019, 9:06 PM IST

ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଆବାସିକ ବିଦ୍ୟାଳୟରେ ଭାଲୁ ଆତଙ୍କ । ସିସିଟିଭିରେ ଏକଦ ହେଲା ଭିଡିଓ ।

Bear terror in malkangiri
ବିଦ୍ୟାଳୟରେ ଭାଲୁ ଆତଙ୍କ

ମାଲକାନଗିରି: ଜିଲ୍ଲା ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଭାଲୁ ଆତଙ୍କ । ରାତି ହେଲେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ମା ଓ ଦୁଇ ଛୁଆଙ୍କୁ ଧରି ମୋଟ 3 ଟି ଭାଲୁ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି । ଏପରିକି ଭାଲୁ ମାନେ ଆବାସିକ ବିଦ୍ୟାଳୟ ପରିସରରେ ପଶି ଯିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।

ବିଦ୍ୟାଳୟରେ ଭାଲୁ ଆତଙ୍କ

ଶୁକ୍ରବାର ଅଧରାତିରେ ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭିତରକୁ 3ଟି ଭାଲୁ ଚାଲିଯାଇଥିଲେ । ଫଳରେ ପିଲାମାନେ ସମସ୍ତେ ମିଶି ଭାଲୁମାନଙ୍କୁ ଘଉଡାଇବାରୁ 3ଭାଲୁ ଚାଲି ଯାଇଥିଲେ । ଏହି ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଯାଇଥିଲା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଭାଲୁର ଆତଙ୍କ। ରାତି ହେଲେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ। ମା ଓ ଦୁଇ ଛୁଆଙ୍କୁ ଧରି ମୋଟ 3 ଟି ଭାଲୁ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି । ଏପରିକି ଭାଲୁ ମାନେ ଆବାସିକ ବିଦ୍ୟାଳୟ ପରିସରରେ ପଶି ଯିବାରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । Body:ଏହି ଦୃଶ୍ୟ ଯାହା ଆପଣ ଦେଖୁଛନ୍ତି ଏହା ହେଉଛି ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର । ଅଧରାତି ରେ ସ୍କୁଲ ଭିତରକୁ ରେ ୩ ଟି ଭାଲୁ ଚାଲି ଯାଇଥିଲେ।ପରେ ପିଲା ମାନେ ସମସ୍ତେ ଭାଲୁ ଗୁଡିକୁ ଏକତ୍ର ପାଟି କରି ଘଉଡାଇବାରୁ ଭାଲୁ ଗୁଡିକ ଚାଲି ଯାଇଥିଲେ ।ଏବଂ ଏହା ସ୍କୁଲ ର cctv ରେ କଏଦ ହୋଇଥିଲା ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.