ETV Bharat / state

ବାଲିମେଳାରେ ମାତିଛି ଭାଲୁ, ଆତଙ୍କିତ ଗ୍ରାମବାସୀ

ଜଙ୍ଗଲ ଛାଡି ଏବେ ଜନବସତି ମୁହାଁ ଭାଲୁ । ଫଳରେ ବାଲିମେଳାରେ ମାତିଛି ଭାଲୁ ଆତଙ୍କ ।

author img

By

Published : Aug 23, 2019, 1:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜଙ୍ଗଲ ଛାଡି ଏବେ ଜନବସତି ମୁହାଁ ଭାଲୁ । ଫଳରେ ବାଲିମେଳାରେ ମାତିଛି ଭାଲୁ ଆତଙ୍କ । ରାତି ହେଲେ ଗାଁକୁ ଚାଲି ଆସୁଛି ଭାଲୁ । ଏନେଇ ଗ୍ରାମବାସୀ ଭୟଭୀତ ହେବା ସହ ବନ ବିଭାଗକୁ ଖବର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପାହାଡ ଉପରେ ଥିବା ଡାଇକ-3 ଅଞ୍ଚଳରୁ ଏହି ଭାଲୁଟି ବାଲିମେଳାକୁ ଆସୁଛି । ତେବେ ଜନବସତି ଅଞ୍ଚଳରେ ଭାଲୁକୁ ଦେଖି ଭୟଭୀତ ହେଉଛନ୍ତି ଲୋକେ । ଫଳରେ ସନ୍ଧ୍ୟା ବେଳୁ ତାଟି କବାଟ ବନ୍ଦ କରି ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି ଗ୍ରାମବାସୀ ।

ତେବେ ଗାଁ ଲୋକେ ବନ ବିଭାଗ ଖବର କରିଛନ୍ତି । ଅପେକ୍ଷା ବନ ବିଭାଗର ପଦକ୍ଷେପକୁ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ମାଲକାନଗିରି ଜିଲ୍ଲା ବାଲିମେଳାରେ ଏବେ ଭାଲୁ ଆତଙ୍କ । ରାତି ହେଲେ ଗାଁ ପାଖକୁ ଚାଲି ଆସୁଛି ଭାଲୁ । ଚିତ୍ରକୋଣ୍ଡା ପାହାଡ଼ ଉପରେ ଥିବା ଡାଇକ-3 ଅଞ୍ଚଳରୁ ଏହି ଭାଲୁଟି ବାଲିମେଳାକୁ ଆସୁଥିବା ଜଣା ପଡିଛି । ରାତିରେ ଲୋକେ ଆତଙ୍କିତ ହୋଇ ଘର ର ତାଟି କବାଟ ବନ୍ଦ କରି ଦେଉଛନ୍ତି । ଗାଁ ଲୋକେ ବନ ବିଭାଗ କୁ ଜଣାଇଛନ୍ତି ।

Sent from my Samsung Galaxy smartphone.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.