ETV Bharat / state

ସ୍ବାବଲମ୍ବୀ ହେବେ ବଣ୍ଡା ସମ୍ପ୍ରଦାୟର ମହିଳା - ବଣ୍ଡା ଘାଟିଲେ ପ୍ରଶିକ୍ଷଣ ଦେବାକୁ ପହଁଞ୍ଚିଲା ଓରମାସ

ମାଲକାନଗିରି ଜିଲ୍ଲାର ବଣ୍ଡା ସମ୍ପ୍ରଦାୟ ଅଞ୍ଚଳରେ ଏବେ ସ୍ବାବଲମ୍ବୀ ହେବାକୁ ଯାଉଛନ୍ତି ମହିଳା । ଏନେଇ ଅଣ୍ଟା ଭିଡିଛି ଓରମାସ । ମହିଳାଙ୍କ ସ୍ବାବଲମ୍ବୀ ପାଇଁ ଅପହଞ୍ଚ ଇଲାକା ବଣ୍ଡା ଘାଟିରେ ପହଞ୍ଚିଥିଲା ଓରମାସ । ସେଠାରେ ପହଞ୍ଚି ବଣ୍ଡା ସମ୍ପ୍ରଦାୟର ମହିଳା ମାନଙ୍କୁ ଝାଡ଼ୁ ପ୍ରସ୍ତୁତି ଓ ପଣସ ଚିପ୍ସ ପ୍ରସ୍ତୁତିର ତାଲିମ ଦେଇଛି । ଅଧିକ ପଢନ୍ତୁ

ସ୍ବାବଲମ୍ବୀ ହେବେ ବଣ୍ଡା ସମ୍ପ୍ରଦାୟର ମହିଳା
ସ୍ବାବଲମ୍ବୀ ହେବେ ବଣ୍ଡା ସମ୍ପ୍ରଦାୟର ମହିଳା
author img

By

Published : Jul 20, 2022, 9:18 PM IST

ମାଲକାନଗିରି: ଜିଲ୍ଲାର ବଣ୍ଡା ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅଣ୍ଟା ଭିଡିଛି ଓରମାସ(Odisha Rural Development and Marketing Society) । ବଣ୍ଡା ଘାଟିରେ ପହଞ୍ଚି ମହିଳା ମାନଙ୍କୁ ଝାଡ଼ୁ ପ୍ରସ୍ତୁତି ଓ ପଣସ ଚିପ୍ସ ପ୍ରସ୍ତୁତିର ତାଲିମ ଦେଇଛି ଓରମାସ । ଖୁବ ଅଳ୍ପଦିନ ମଧ୍ୟରେ ବଣ୍ଡା ଘାଟିରୁ ଝାଡୁ ଓ ପଣସ ଚିପ୍ସ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେବ ବୋଲି ଓରମାସ ଆଶା ପ୍ରକାଶ କରିଛି ।

ସ୍ବାବଲମ୍ବୀ ହେବେ ବଣ୍ଡା ସମ୍ପ୍ରଦାୟର ମହିଳା
ସ୍ବାବଲମ୍ବୀ ହେବେ ବଣ୍ଡା ସମ୍ପ୍ରଦାୟର ମହିଳା

ମାଲକାନଗିରି ଜିଲ୍ଲାର ବଣ୍ଡା ସମ୍ପ୍ରଦାୟ ଅଞ୍ଚଳରେ ଏବେ ସ୍ବାବଲମ୍ବୀ ହେବାକୁ ଯାଉଛନ୍ତି ମହିଳା । ସେମାନେ ଏବେ ଘର କୋଣରେ ନ ରହି ହେବେ ସ୍ବାଭିମାନ ମହିଳା । ଏନେଇ ଅଣ୍ଟା ଭିଡିଛି ଓରମାସ । ମହିଳାଙ୍କ ସ୍ବାବଲମ୍ବୀ ପାଇଁ ଅପହଞ୍ଚ ଇଲାକା ବଣ୍ଡା ଘାଟିରେ ପହଞ୍ଚିଥିଲା ଓରମାସ । ସେଠାରେ ପହଞ୍ଚି ବଣ୍ଡା ସମ୍ପ୍ରଦାୟର ମହିଳା ମାନଙ୍କୁ ଝାଡ଼ୁ ପ୍ରସ୍ତୁତି ଓ ପଣସ ଚିପ୍ସ ପ୍ରସ୍ତୁତିର ତାଲିମ ଦେଇଛି । ଏହା ସହିତ ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେ ବିଷୟରେ ପ୍ରୋତ୍ସାହନ କରିଛି ଓରମାସ । ଖୁବ ଅଳ୍ପଦିନ ମଧ୍ୟରେ ବଣ୍ଡା ଘାଟିରୁ ଝାଡୁ ଓ ପଣସ ଚିପ୍ସ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେବ ବୋଲି ଓରମାସ ଆଶା ପ୍ରକାଶ କରିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.