ମାଲକାନଗିରି : ଲଗାଣ ବର୍ଷା ସାଜିଲା ସଙ୍କଟ । ମାଲକାନଗିରି ଜିଲାରେ ବୁଧବାର ବିଳମ୍ବିତ ରାତିଠାରୁ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ୍ ଭି -୩୭ ପୋଲ ଉପରେ କୃତ୍ରିମ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।
ପୋଲ ଉପରେ ୨ରୁ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବା ଯୋଗୁଁ ମାଲକାନଗିରି ସଦରରୁ ବାଲିମେଳା ଅଞ୍ଚଳକୁ ଯାତାୟତ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ