ETV Bharat / state

ଥମୁନି ଜନନୀ ଯନ୍ତ୍ରଣା: 4କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ - 4କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା। 4 କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଗାଁକୁ ରାସ୍ତା ନଥିବାରୁ ଅଧାରେ ଅଟକି ରହିଥିଲା ଆମ୍ବୁଲାନ୍ସ।

4କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ
author img

By

Published : Nov 18, 2019, 9:54 AM IST

ମାଲକାନଗିରି: ଥମୁନି ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ରାସ୍ତା ନଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ 4 କିମି ଷ୍ଟ୍ରେଚରରେ ବୋହିଲେ ପରିବାର ଲୋକେ। ପୁଣି ଏଭଳି ଘଟଣାର ପୁନଃରାବୃତ୍ତି ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ।

କାଲିମେଳା ବ୍ଲକ କାନ୍ଦିଗୁଡାର ରାମେ ମାଢିଙ୍କୁ ଗତକାଲି ବଳମ୍ବିତ ରାତିରେ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହାପରେ ପରିବାରରେ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିନପାରି କମାରଗୁଡା ଗାଁରେ ଅଟକି ରହିଥିଲା। ଏହାପରେ ପରିବାର ଲୋକେ, ଆମ୍ବୁଲାନ୍ସ କର୍ମଚାରୀ ଓ ଆଶାକର୍ମୀଙ୍କ ସାହାଯ୍ୟରେ ଷ୍ଟ୍ରେଚରରେ ଯୋଗେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ।

ସରକାର 'ମୋ ସରକାର' ଯୋଜନା କରି ହସ୍ପିଟାଲରୁ ହସ୍ପିଟାଲ ପରିଦର୍ଶ କରୁଥିବାବେଳେ ଏ ହେଉଛି ସ୍ବାସ୍ଥ୍ୟସେବାର ବାସ୍ତବ ଚିତ୍ର । ଆଉ ସରକାରଙ୍କ ବିକାଶମୂଳକ ଯୋଜନା ଏସବୁ ଚିତ୍ରରୁ ସ୍ପଷ୍ଟ ବାରି ହୋଇପଡୁଛି ।

4କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୁଣି ମାଲକାନଗିରି ରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। Body:ରାସ୍ତା ସମସ୍ୟା ଯୋଗୁଁ ପୁଣି ଗର୍ଭବତୀ ଙ୍କୁ ଷ୍ଟ୍ରେଚର ରେ ୪ କିମି ବୁହାହେଲା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାନ୍ଦିଗୁଡା ଗ୍ରାମରେ। ଗ୍ରାମର ରାମେ ମାଢି ଙ୍କ ଗତ କାଲି ବିଳମ୍ବିତ ରାତ୍ରି ରେ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ହେଲେ ରାସ୍ତା ଖରାପ କାରଣରୁ ଆମ୍ବୁଲାନ୍ସ ଟି ଗ୍ରାମକୁ ଯାଇ ନ ପାରି କମାରଗୁଡା ଗ୍ରାମରେ ହିଁ ଅଟକି ଯାଇଥିଲା, ଶେଷରେ ଗର୍ଭବତୀ ଙ୍କ ପରିବାର ଲୋକେ, ଆମ୍ବୁଲାନ୍ସ କର୍ମଚାରୀ ଓ ଆଶା କର୍ମି ଙ୍କ ସାହାଯ୍ୟରେ ଷ୍ଟ୍ରେଚର ଯୋଗେ ବୋହି ଗର୍ଭବତୀ ଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.