ETV Bharat / state

ଆକାଶରୁ ଖସିଲା ମୃତ୍ୟୁ ! ପ୍ରାଣ ହରାଇଲେ 57 ପଶୁ - ବଜ୍ରପାତରେ ୫୭ ଟି ଗୃହ ପାଳିତ ପଶୁଙ୍କ ସହ ଜଣଙ୍କ ମୃତ୍ୟୁ

ମାଲକାନଗିରିରେ ବଜ୍ରଘାତ ହୋଇ 57 ନୀରିହ ପଶୁଙ୍କ ମୃତ୍ୟୁ ହୋଇଛି । ଏହାସହ ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

57 pets and one person died due to lightning
ବଜ୍ରପାତରେ ୫୭ ଟି ଗୃହ ପାଳିତ ପଶୁଙ୍କ ସହ ଜଣଙ୍କ ମୃତ୍ୟୁ
author img

By

Published : Aug 4, 2022, 11:54 AM IST

ମାଲକାନଗିରି: ପୁଣି ବଜ୍ରପାତ ନେଲା ଜୀବନ । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଲଗାଣ ବର୍ଷା ସହିତ ଘଡଘଡି ଓ ବଜ୍ରପାତ ଯୋଗୁଁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୭ ଗୋରୁ ଓ ଛେଳି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସନ୍ନ୍ୟାସୀ ରାଓ ହନ୍ନାଳ(୪୦) ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣଙ୍କ ଛେଳି ଓ ଗାଈ ଚରାଇବାକୁ ନେଇଥିବା ସମୟରେ ଏଭଳି ଅଘଟଣ ଘଟିଛି । ତେବେ ବର୍ତ୍ତମାନ ଜୁମଡାଙ୍ଗ ଏହି ବିପତ୍ତି ପାଇଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏଥି ସହ ମୃତ ବ୍ୟକ୍ତି ବ୍ୟକ୍ତି ଓ ଛେଳି, ଗାଈ ମରିଥିବା ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.