ETV Bharat / state

ଆଗକୁ ନିର୍ବାଚନ: ଆଜି ନବୀନଙ୍କ ମାରାଥନ ପ୍ରଚାର

ଶନିବାର କୋରାପୁଟ ଏବଂ ମାଲାକାନଗିରିରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ ।

author img

By

Published : Apr 5, 2019, 12:51 PM IST

ଫାଇଲ ଫଟୋ

ମାଲକାନଗିରି: 2019 ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ସକ୍ରିୟ ହୋଇଉଠିଛି ରାଜ୍ୟ ରାଜନୀତି । ମତଦାନର ଦିନ ପାଖେଇ ଆସୁଥିବାରୁ ଏବେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଇଛି । ବିଭିନ୍ନ ଦଳର ମଙ୍ଗୁଆଳ ନିର୍ବାଚନ ଲଢୁଥିବା ନିଜ ଦଳର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଭୋଟ ଯୋଗାଡ କରିବାରେ ଲାଗି ପଡିଛନ୍ତି । ଏହିକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦକ୍ଷିଣ ଓଡିଶା ଗସ୍ତରେ ଆସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ମାଲକାନଗିରି

ଏହି ଅବସରରେ ସେ କୋରାପୁଟ ଏବଂ ମାଲାକାନଗିରିରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ପ୍ରଥମେ ନବୀନ ମାଲକାନଗିରିର କାଲିମେଳା ଠାରେ ଆୟୋଜିତ ହେଉଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ପରେ ମାଥିଲିରେ ପହଞ୍ଚି ସେଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ କୋରାପୁଟର ପଟାଙ୍ଗୀ ଏବଂ ଲକ୍ଷ୍ମୀପୁର ଠାରେ ଆୟୋଜିତ ହେଉଥିବା ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ନବୀନ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଈଟିଭି ଭାରତ

SLUG..ପ୍ରାର୍ଥୀ ଚୟନ ରେ ଅସନ୍ତୋଷ। ସମ୍ବଲପୁର କଂଗ୍ରେସ ର ପଦ ପଦବୀରୁ 12କାର୍ଯ୍ୟକାର୍ତ୍ତାଙ୍କ ଇସ୍ତଫା।
Format.. AVB
Reporter-Badsah Jusman Rana.
Date..03.04.2019
Place..sambalpur.

Anchor..ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଭାବେ ବଲାଙ୍ଗୀର ର ଶରତ ପଟ୍ଟନାୟକ ଙ୍କ ନାମ ଘୋଷଣା ହେବା ପରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ରେ ଦେଖାଦେଇଛି ବିଦ୍ରୋହ।ଏହି ନିଷ୍ପତ୍ତି ରେ ନିଜର ଅସନ୍ତୋଷ ଜାହିର କରି   ଜିଲ୍ଲା କଂଗ୍ରେସ କମିଟି ର 12 ଜଣ ସଦସ୍ୟ ନିଜ ପଦବୀରୁ ଇସ୍ତଫା ଦେଇଥିବାର ଏକ ଲିଖିତ ପତ୍ର ରାଜ୍ୟ ସଭାପତି ଙ୍କୁ ପଠେଇ ଦେଇଛନ୍ତି।

Byte1..ନିରଞ୍ଜନ ତ୍ରିପାଠୀ..ସମ୍ବଲପୁର ଜିଲ୍ଲା ଉପସଭାପତି,କଂଗ୍ରେସ। ଭିଜୁଆଲ ମଜୋ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.