ETV Bharat / state

ଅର୍କେଲ ପୋଲିସକୁ ସଫଳତା, ଦୁଇ ଗଞ୍ଜେଇ ଚାଲାଣକାରୀ ଗିରଫ

ଅର୍କେଲ ପୋଲିସକୁ ସଫଳତା, ଦୁଇ ଗଞ୍ଜେଇ ଚାଲାଣକାରୀ ଗିରଫ । 1123 କିଲୋ ଗଞ୍ଜେଇ ସହ 8mmର ଦୁଇଟି ଗୁଳି, 23ଟି ହାଣ୍ଡି, 3ଟି ଟାଙ୍ଗିଆ ସହ 5ଟି ଲାଠି ଜବତ ହୋଇଛି ।

author img

By

Published : Jul 23, 2019, 8:36 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି

ମାଲକାନଗିରି: ଜିଲ୍ଲାର ଅର୍କେଲ ପୋଲିସକୁ ବଡ ସଫଳତା । ଗଞ୍ଜେଇ ଚୋରାଚାଲାଣ ବେଳେ ଅର୍କେଲ ପୋଲିସ ଚଢ଼ାଉ କରି 1123 କେଜି ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ।

ମାଲକାନଗିରିରୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇ କୁଡୁମୁଲୁଗୁମ୍ମା ଖାତଲାଗୁଡା ଜଙ୍ଗଲରେ ପୋଲିସ ଟିମ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ଉଭୟଙ୍କ ଭିତରେ ଗୁଳି ବିନିମୟ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି

ଗୁଳି ବିନିମୟ ସମୟରେ 60 ଜଣ ଛତ୍ରଭଙ୍ଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ 2ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । 47ଟି କାଉଡିରେ 1123 କିଲୋଗ୍ରାମ ଗଞ୍ଜେଇ ସହ 8mm ର ଦୁଇଟି ଗୁଳି, 23 ଟି ହାଣ୍ଡି, 3ଟି ଟାଙ୍ଗିଆ ସହ 5ଟି ଲାଠି ପୋଲିସ ଜବତ କରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଅର୍କେଲ ପୋଲିସ କୁ ବଡ ସଫଳତା । ଗଂଜେଇ ଚୋରା ଚାଲାଣ ବେଳେ ଅର୍କେଲ ପୋଲିସ ଚଢ଼ାଉ କରି 1123 କେଜି ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି । Body:ମାଲକାନଗିରି ଜିଲ୍ଲାରୁ ଗଂଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇ ପୋଲିସ କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରେ ଏକ ଟିମ କରି ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ଉଭୟ ଙ୍କ ଭିତରେ ଗୁଳି ବିନିମୟ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଗୁଳି ବିନିମୟ ସମୟରେ 60 ଜଣ ଗଂଜେଇ ଚୋରାଚାଲାଣ କାରି ଛତ୍ର ଭଙ୍ଗ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ 2ଜଣ ପୋଲିସ ହାତରେ ଧରାପଡ଼ିଥିଲେ l 47 ଟା କାଉଡ଼ି ରେ 1123 କେଜି ଗଂଜେଇ ସହ 8mm ର ଦୁଇଟି ଗୁଳି, 23 ଟି ହାଣ୍ଡି, 3ଟି ଟାଙ୍ଗିଆ ସହ 5ଟି ଲାଠି ପୋଲିସ ଦ୍ୱାରା ଜବତ କରା ଯାଇଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.