ETV Bharat / state

ଶସ୍ୟ ନଷ୍ଟର ଏକମାତ୍ର କାରଣ ମୃତ୍ତିକା ଅବକ୍ଷୟ

author img

By

Published : Dec 6, 2019, 4:52 AM IST

ମୃତ୍ତିକା ଅବକ୍ଷୟ ଯୋଗୁଁ କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ ନଷ୍ଟ ହେଉଛି 60 କୋଟି ଟଙ୍କାର ଶସ୍ୟ । ବିଶ୍ବ ମୃତ୍ତିକା ଦିବସ ଅବସରରେ ସାମିଲ ବୈଜ୍ଞାନିକମାନେ ଏନେଇ ମତ ରଖଛନ୍ତି ।

World soil day
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଗୁରୁବାର ସାରା ଦେଶ ପାଳିଛି ବିଶ୍ବ ମୃତ୍ତିକା ଦିବସ । ଏହି ଅବସରରେ କୋରାପୁଟ ସୁନାବେଡା ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସଏଲ ଆଣ୍ଡ ୱାଟର କଞ୍ଜରଭେସନ(ଆଇସିଏଆର) ଆନୁକୂଲ୍ୟରେ ବିଶ୍ବ ମୃତ୍ତିକା ଦିବସ ପାଳନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ ଜିଲ୍ଲାର 4.12 ଲକ୍ଷ ହେକ୍ଟର ଜମି ମଧ୍ୟରୁ 46.5% ଭାଗରେ ମୃତ୍ତିକା ଅବକ୍ଷୟ ହୋଇଛି । ମୃତ୍ତିକା ଅବକ୍ଷୟ ଯୋଗୁଁ ଜିଲ୍ଲାରେ ପ୍ରତିବର୍ଷ 60 କୋଟି ଟଙ୍କାର ନଷ୍ଟ ହେଉଛି ଶସ୍ୟ । ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମୃତ୍ତିକା ବୈଜ୍ଞାନିକମାନେ ଏନେଇ ମତ ରଖିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ଓ ବିଧାୟକ ରଘୁରାମ ପାଡାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ମୃତ୍ତିକା ଅବକ୍ଷୟ ଯୋଗୁଁ କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ 60 କୋଟି ଟଙ୍କା ମୂଲ୍ୟର ର ଶସ୍ୟ ନଷ୍ଟ ହେଉଛି ଆଜି ସୁନାବେଡା ସ୍ଥିତ ଆଇସିଏଆର- ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସଏଲ ଏଣ୍ଡ ୱାଟର କଂଜରର୍ଭେସନ ଆନୁକୂଲ୍ୟରେ ବିଶ୍ବ ମୃତ୍ତିକା ଦିବସ ପାଳନ ଅବସରରେ ମୃତ୍ତିକା ବୈଜ୍ଞାନିକ ମାନେ ଏହି ମତ ରଖିଛନ୍ତି ।Body:କୋରାପୁଟ ଜିଲ୍ଲାରେ 4.12 ଲକ୍ଷ ହେକ୍ଟର ଜମି ମଧ୍ୟରୁ 46.5% ଭାଗ ରେ ମୃତ୍ତିକା ଅବକ୍ଷୟ ହୋଇଥିବା ସେମାନେ ଜଣାଇଛନ୍ତି । ଏହି ଦିବସ ପାଳନ ଅବସରରେ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ପ୍ରବୀର କୁମାର ନାୟକ ଓ ବିଧାକ ରଘୁରାମ ପାଡାଲ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । Conclusion:ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.