ETV Bharat / state

‘ଆଜିବି ଜନସମାଜରେ ବଞ୍ଚି ରହିଛି ଗାନ୍ଧୀ ଚିନ୍ତାଧାରା’ - କୋରାପୁଟରେ କର୍ମଶାଳା

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ କୋରାପୁଟ ସର୍ବୋଦୟ ସମିିତି ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

_workshop organised on Gandhi's thought
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jan 30, 2020, 7:04 PM IST

କୋରାପୁଟ: ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସରେ କୋରାପୁଟ ସର୍ବୋଦୟ ସମିିତି ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ‘ଅଧୁନା ଭାରତବର୍ଷରେ ଗାନ୍ଧୀଚିନ୍ତା’ ଶୀର୍ଷକ ନେଇ ଆଲୋଚନା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି ଅବସରରେ ଅଞ୍ଚଳର ବିଶିଷ୍ଟ ସର୍ବୋଦୟ କର୍ମୀ କୃଷ୍ଣ ସିଂହ, ଗାନ୍ଧୀ ଚିନ୍ତାଧାରା ଆଜିବି ଜନସମାଜରେ ବଞ୍ଚି ରହିଛି ବୋଲି ମତପ୍ରକାଶ କରିଛନ୍ତି । ଏହାସହ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ମୋ ଦୃଷ୍ଟିରେ ଗାନ୍ଧିଜୀ ଶୀର୍ଷକ ଚିତ୍ର ପ୍ରଦର୍ଶନୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ମହାତ୍ମାଗାନ୍ଧୀ ଙ୍କ ତିରୋଧାନ ଦିବସ । ଏହି ଅବସରରେ କୋରାପୁଟ ସର୍ବୋଦୟ ସମିତି ଠାରେ ଅଧୁନା ଭାରତବର୍ଷରେ ଗାନ୍ଧିଚିନ୍ତା ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି ।Body:ଏହି ଅବସରରେ ଏହି ଅଂଚଳର ବିଶିଷ୍ଟ ସର୍ବୋଦୟ କର୍ମୀ କୃଷ୍ଣ ସିଂ ଗାନ୍ଧୀ ଚିନ୍ତା ଆଜିବି ଜନମାନସରେ ବଂଚି ରହିଛି ବୋଲି ମତପ୍ରଦାନ କରିଥିଲେ । ସହରର ବିଭିନ୍ନ ଵିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶୀତ ମୋ ଦୃଷ୍ଟିରେ ଗାନ୍ଧିଜୀ ଶୀର୍ଷକ ଚିତ୍ର ପ୍ରଦର୍ଶନୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । Conclusion:......
ଶାନ୍ତାକାର
କୋରାପୁଟ
....
....
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.