ETV Bharat / state

ଠକିଦେଲେ ଠିକାଦାର, ବିନା ଟାଙ୍କିରେ ଷ୍ଟୋର ରୁମ୍‌ ପାଲଟିଲା ଶୌଚାଳୟ - bandaguda village news

ତିନି ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିଲା ଶୌଚାଳୟ । ହେଲେ ଆଜି ସେଥିରୁ କିଛି ଭାଙ୍ଗି ଯାଇଛି ତ ଆଉ କିଛି ପାଲଟିଯାଇଛି ଷ୍ଟୋର ରୁମ୍‌ । ଏପରି ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ମସ୍ତିପୁଟ ପଞ୍ଚାୟତର ବଣ୍ଡାଗୁଡା ଗାଁରେ।

bandaguda village
ଠକିଦେଲେ ଠିକାଦାର, ବିନା ଟାଙ୍କିରେ ଷ୍ଟୋର ରୁମ୍‌ ପାଲଟିଲା ଶୌଚାଳୟ
author img

By

Published : Dec 31, 2019, 9:12 PM IST

କୋରାପୁଟ: ତିନି ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିଲା ଶୌଚାଳୟ। ହେଲେ ଆଜି ସେଥିରୁ କିଛି ଭାଙ୍ଗି ଯାଇଛି ତ ଆଉ କିଛି ପାଲଟିଯାଇଛି ଷ୍ଟୋର ରୁମ୍‌। ଏପରି ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ମସ୍ତିପୁଟ ପଞ୍ଚାୟତର ବଣ୍ଡାଗୁଡା ଗାଁରେ।

ଗାଁରେ ପ୍ରାୟ ସମସ୍ତଙ୍କର ଶୌଚାଳୟ, ପ୍ରଶାସନ ତିନି ବର୍ଷ ତଳେ ଠିକାଦାର ଜରିଆରେ କରିଥିଲା। ଠିକାଦାର ପାଇଖାନା ଟାଙ୍କି ନକରି କେବଳ ପାଇଖାନା ଘର କରି ଛାଡି ଦେଇଥିଲେ। ଫଳରେ କୌଣସି ବି ଶୌଚାଳୟ ବ୍ୟବହାର କରାଯାଇ ନଥିବା ଜଣାପଡିଛି।

ଠକିଦେଲେ ଠିକାଦାର, ବିନା ଟାଙ୍କିରେ ଷ୍ଟୋର ରୁମ୍‌ ପାଲଟିଲା ଶୌଚାଳୟ

ଏହାସହ ଶୌଚାଳୟ ନିମ୍ନମାନର ହୋଇଥିବାରୁ କିଛି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସେପଟେ ଗାଁରେ ନାମକୁ ମାତ୍ର ଶୌଚାଳୟ ଥିବାରୁ ଲୋକେ ଶୌଚ ହେବା ପାଇଁ ନଦୀ ଓ ନାଳ ଉପରେ ନିର୍ଭର କରୁଛନ୍ତି। ଦେଖାଯାଉ କେବେ ପାଇଖାନା ଟାଙ୍କି ହେବ ଓ ଲୋକେ କେବେ ଏହାର ଉପଯୋଗ କରିବେ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ତିନି ବର୍ଷ ପୂର୍ବେ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଥିଲା ଶୌଚାଳୟ । ଆଜି ସେଥିରୁ କିଛି ଭାଙ୍ଗି ଯାଇଛି ତ ଆଉ କିଛି ପାଲଟିଯାଇଛି ଷ୍ଟୋର ରୁମ । ଆମେ କହୁଚୁ କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଂଚାୟତର ବଣ୍ଡାଗୁଡା ଗାଁର କଥା । Body:ତିଆରି ହେବାଠାରୁ ଦିନେବି ଗାଁର କୌଣସି ଶୌଚାଳୟ ବ୍ୟବହାର କରାଯାଇନଥିବା ଗାଁ ଝିଅ କମାଳାବତୀ ଚେଟି ଅଭିଯୋଗ କରିଛନ୍ତି । ଶୌଚାଳୟ ତିଆରି ହୋଇଥିଲେବି ତାର ଟାଙ୍କି ନିର୍ମାଣ କରାଯାଇନଥିବା ଯୋଗୁଁ ସେଗୁଡିକୁ କେହି ବ୍ୟବହାର କରିପାରିନଥିବା ସେ ଜଣାଇଛନ୍ତି । ଆଉ କିଛି ଶୌଚାଳୟ ନିମ୍ନମାନର ତିଆରି ହୋଇଥିବା ଯୋଗୁଁ ସମ୍ପୂର୍ଣ୍ଣ ହେବା ପୂର୍ବରୁ ହିଁ ଭାଙ୍ଗି ଯାଇଥିବା ଗାଁର ଆଉଜଣେ ବ୍ୟକ୍ତି ମାଧବ ବେନ୍ୟା ଅଭିଯୋଗ କରିଛନ୍ତି । ଏହାଫଳରେ ଗାଁରେ ଶୌଚାଳୟ ନାମକୁ ମାତ୍ର ରହିଥିବା ବେଳେ ସମସ୍ତେ ଦୂରରେ ଥିବା ନଦୀ ନାଳକୁ ଶୌଚ ହେବାକୁ ଯିବା ପାଈଁ ବାଧ୍ୟ ହେଉଥିବା ଗ୍ରାମବାସୀ ଜଣାଇଛନ୍ତି । Conclusion:.....
ବାଇଟ : କମଳାବତୀ ଚେଟି , ଗାଁ ଝିଅ
ବାଇଟ : ମାଧବ ବେନ୍ୟା , ଗାଁ ର ଯୁବକ
ପିଟୁସି : ଶାନ୍ତାକାର
........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.