ETV Bharat / state

ଟ୍ରାକରୁ ଖସିଲା ୬ ମାଲବାହୀ ବଗି, ଅଟକିଲା କୋରାପୁଟ-ବିଶାଖାପାଟଣା କିରଣ୍ଡଲ ଏକ୍ସପ୍ରେସ - କୋରାପୁଟ ଖବର

ରେଳ ଧାରଣାରୁ ଖସିଲା ମାଲବାହୀ ଟ୍ରେନ । କୋରାପୁଟ ଭେଜା ରେଳଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଅଧିକ ପଢନ୍ତୁ

ଟ୍ରାକରୁ ଖସିଲା ୬ ମାଲବାହୀ ବଗି
ଟ୍ରାକରୁ ଖସିଲା ୬ ମାଲବାହୀ ବଗି
author img

By

Published : Mar 11, 2022, 10:22 AM IST

କୋରାପୁଟ: ରେଳ ଧରଣାରୁ ଖସିଲା ଟ୍ରେନ । କୋରାପୁଟ ଭେଜା ରେଳଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଓ ବିଶାଖାପାଟଣା ମଧ୍ୟରେ ୨୫ କିମି ଦୂରରେ ଘଟିଛି ଏହି ଘଟଣା । ଟ୍ରେନର ୬ଟି ବଗି ଟ୍ରାକରୁ ଖସିବା ଫଳରେ ଏହି ରୁଟରେ ଚାଲିଥିବା କିରଣ୍ଡଲ-ବିଶାଖାପାଟଣା ଏବଂ ବିଶାଖାପାଟଣା-କିରଣ୍ଡଲ ଏକ୍ସପ୍ରେସ ବାତିଲ କରାଯାଇଛି ।

ଟ୍ରାକରୁ ଖସିଲା ୬ ମାଲବାହୀ ବଗି
ଟ୍ରାକରୁ ଖସିଲା ୬ ମାଲବାହୀ ବଗି
ଟ୍ରାକରୁ ଖସିଲା ୬ ମାଲବାହୀ ବଗି
ଟ୍ରାକରୁ ଖସିଲା ୬ ମାଲବାହୀ ବଗି

କିରଣ୍ଡଲରୁ ଲୁହା ପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଅଘଟଣ ଘଟିଛି । ଘଟଣାସ୍ଥଳରେ ବଗି ଗୁଡ଼ିକୁ ରେଳ ଧାରଣା ଉପରୁ ଉଠାଇବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦୁର୍ଘଟଣାସ୍ଥଳରେ ରିଲିଫ ଟ୍ରେନ ପହଞ୍ଚିଛି । ତେବେ କେଉଁ କାରଣରୁ ଏହି ଅଘଟଣ ଘଟିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ ।

c
c
ଟ୍ରାକରୁ ଖସିଲା ୬ ମାଲବାହୀ ବଗି
ଟ୍ରାକରୁ ଖସିଲା ୬ ମାଲବାହୀ ବଗି

କୋରାପୁରଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.