ETV Bharat / state

ବନ୍ଧୁଗାଁରେ ବିହାରୀ ମଦ ବିକ୍ରିକୁ ତୀବ୍ର ବିରୋଧ, ଜିଲ୍ଲାପାଳଙ୍କୁ ଭେଟିଲେ 10 ସରପଞ୍ଚ - _sarpanches met collector for liquor ban in bandhugaon

ବନ୍ଧୁଗାଁ ବ୍ଲକ ହେଉଛି କୋରାପୁଟ ଜିଲ୍ଲାର ଏକ ଆଦିବାସୀ ବହୁଳ ଅଞ୍ଚଳ । କିନ୍ତୁ ଏଠାରେ ବଢିବାରେ ଲାଗିଛି ବେଆଇନ ମଦ କାରବାର । ଯାହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଭେଟିଲେ 10 ସରପଞ୍ଚ । ଅଧିକ ପଢନ୍ତୁ...

ବନ୍ଧୁଗାଁରେ ବିହାରୀ ମଦ ବିକ୍ରିକୁ ତୀବ୍ର ବିରୋଧ, ଜିଲ୍ଲାପାଳଙ୍କୁ ଭେଟିଲେ 10 ସରପଞ୍ଚ

author img

By

Published : Sep 4, 2021, 12:06 PM IST

Updated : Sep 5, 2021, 7:23 AM IST

କୋରାପୁଟ: ବନ୍ଧୁଗାଁ ବ୍ଲକ ହେଉଛି କୋରାପୁଟ ଜିଲ୍ଲାର ଏକ ଆଦିବାସୀ ବହୁଳ ଅଞ୍ଚଳ । ଯିଏକି ଓଡ଼ିଶା- ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ । କିନ୍ତୁ ଏଠାରେ ବଢିବାରେ ଲାଗିଛି ବେଆଇନ ମଦ କାରବାର । ତେବେ ମଦ ଭାଟି ବନ୍ଦ ନହେଲେ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିବ ବୋଲି ଆଲମଣ୍ଡାର ସରପଞ୍ଚ କାନ୍ନା ରତ୍ନାଲୁ ଅଭିଯୋଗ କରିଛନ୍ତି ।

ବନ୍ଧୁଗାଁରେ ବିହାରୀ ମଦ ବିକ୍ରିକୁ ତୀବ୍ର ବିରୋଧ, ଜିଲ୍ଲାପାଳଙ୍କୁ ଭେଟିଲେ 10 ସରପଞ୍ଚ

ଏନେଇ ଏହି ବ୍ଲକର ଦଶ ଜଣ ସରପଞ୍ଚ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଅଞ୍ଚଳବାସୀଙ୍କ ଏହି ଦୁଃଖ ଜଣାଇଥିଲେ । ଯଦି ମଦଭାଟି ବନ୍ଦ କରାନଯାଏ, ତେବେ ଚାଷୀ ମୂଲିଆ ଆଦିବାସୀ ସଂଘ ପୁଣିଥରେ ମୁଣ୍ଡଟେକିବ ଓ ଏହାର ପରିଣାମ ପାଇଁ ଜିଲ୍ଲାପାଳ ଦାୟୀ ରହିବେ ବୋଲି ସେମାନେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Last Updated : Sep 5, 2021, 7:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.