ETV Bharat / state

ସ୍କୁଟିରୁ 12 କିଗ୍ରା ଚନ୍ଦନ କାଠ ଜବତ, ଜଣେ ଗିରଫ

ସ୍କୁଟିରେ ଚନ୍ଦନ କାଠ ଚାଲାଣ । ଜଣେ ଗିରଫ । କୋରାପୁଟ ସୁନାବେଡା ଡିପି କ୍ୟାମ୍ପ ବାସିନ୍ଦା ସପନ ଚକ୍ରବର୍ତ୍ତୀଙ୍କ ସ୍କୁଟରରୁ ଯାଞ୍ଚ ସମୟରେ 12 କିଲୋଗ୍ରାମ ଚନ୍ଦନ କାଠ ଜବତ ହୋଇଥିବାବେଳେ ସୁନାବେଡା ପୋଲିସ ତାଙ୍କୁ ଗିରଫ କରିଛି ।

author img

By

Published : Jan 18, 2020, 2:24 AM IST

Updated : Jan 18, 2020, 5:07 AM IST

sandalwood seized
ସ୍କୁଟିରୁ 12 କିଗ୍ରା ଚନ୍ଦନ କାଠ ଜବତ, ଜଣେ ଗିରଫ

କୋରାପୁଟ: ସ୍କୁଟିରେ ଚନ୍ଦନ କାଠ ଚାଲାଣ । ଜଣେ ଗିରଫ । ସୁନାବେଡା ଡିପି କ୍ୟାମ୍ପ ବାସିନ୍ଦା ସପନ ଚକ୍ରବର୍ତ୍ତୀଙ୍କ ସ୍କୁଟରରୁ ଯାଞ୍ଚ ସମୟରେ 12 କିଲୋଗ୍ରାମ ଚନ୍ଦନ କାଠ ଜବତ ହୋଇଥିବାବେଳେ ସୁନାବେଡା ପୋଲିସ ତାଙ୍କୁ ଗିରଫ କରିଛି । ଏହାସହ ପଚରା ଉଚରା ସମୟରେ ଘରେ ଲୁଚାଇ ରଖିଥିବା 36 କିଲୋଗ୍ରାମ ଚନ୍ଦନ କାଠ ବାବଦରେ ପୋଲିସ ଜାଣିବାକୁ ପାଇ ତାକୁ ମଧ୍ୟ ଜବତ କରିଛି ।

ସ୍କୁଟିରୁ 12 କିଗ୍ରା ଚନ୍ଦନ କାଠ ଜବତ, ଜଣେ ଗିରଫ

କିଛିଦିନ ପୂର୍ବେ ଏଚଏଏଲ ପରିସର ମଧ୍ୟରୁ ଚନ୍ଦନ ଗଛ ଚୋରି ହୋଇଯାଇଥିବା ସେଠାକାର ସୁରକ୍ଷା କର୍ମୀ ରାଜୀବ ରଞ୍ଜନ ସୁନାବେଡା ଥାନାରେ ଅଭିଯୋଗ କରିଥିଲେ । ସେହିଦିନଠାରୁ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ତେବେ ସପନ ସ୍କୁଟିରେ ଚନ୍ଦନ କାଠ ନେଉଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ତା ଗାଡି ଯାଞ୍ଚ କରିଥିଲା ।

ସୂଚନାଥାଉକି, ପୂର୍ବରୁ ମଧ୍ୟ ଚନ୍ଦନକାଠ ଚାଲଣ ମାମଲାରେ ସପନ ଗିରଫ ହୋଇ ଜେଲ ଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ସୁନାବେଡା ପୋଲିସ ସ୍ଥାନୀୟ ଡିପି କ୍ୟାମ୍ପ ବାସିନ୍ଦା ସପନ ଚକ୍ରବର୍ତ୍ତୀ ର ସ୍କୁଟର କୁ ରାସ୍ତାରେ ଯାଞ୍ଚ କରିବା ସମୟରେ ତା ମଧ୍ୟରୁ 12 କିଲୋ ଚନ୍ଦନ କାଠ ଜବତ କରିଥିଲା ।Body:ଗତ କିଛିଦିନ ପୂର୍ବେ ଏଚଏ ଏଲ ପରିସର ମଧ୍ୟରୁ ଚନ୍ଦନ ଗଛ ଚୋରି ହୋଇଯାଇଥିବା ସେଠାକାର ସୁରକ୍ଷା କର୍ମୀ ରାଜୀବ ରଞ୍ଜନ ସୁନାବେଡା ଥାନାରେ ଅଭିଯୋଗ କରିଥିଲେ । ସେହିଦିନଠାରୁ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ସପନ ସନ୍ଦେହର ଘେରା ମଧ୍ୟକୁ ଆସିଥିବା ସୁନାବେଡା ଏସ୍ଡିପିଓ ନିରଞ୍ଜନ ବେହେରା ଜଣାଇଛନ୍ତି । ଗାଡିରୁ 12 କିଲୋ ଚନ୍ଦନ କାଠ ମିଳିବା ପରେ ସପନକୁ ଜେରା କରାଯାଇଥିଲା ଓ ଫଳସ୍ୱରୂପ ସେ ଘରେ ଲୁଚାଇ ରଖିଥିବା 36 କିଲୋ ଚନ୍ଦନ କାଠ ପୋଲିସ କୁ ହସ୍ତାନ୍ତର କରିଥିଲା । ସପନ କୁ ଆଜି ପୋଲିସ ଗିରଫ କରିଥିବା ଶ୍ରୀ ବେହେରା ଜଣାଇଛନ୍ତି । Conclusion:.....
ବାଇଟ : ନିରଞ୍ଜନ ବେହେରା , ଏସ୍ଡିପିଓ , ସୁନାବେଡା
........
ଶାନ୍ତାକାର
କୋରାପୁଟ
...........
Last Updated : Jan 18, 2020, 5:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.