ETV Bharat / state

'ସମାଧାନ' ଆଣିଦେବ ଗାଁରେ ସୁଖଶାନ୍ତି - କୋରାପୁଟ ଜିଲ୍ଲାପାଳ

ଗାଁରେ ଲୋକେ ବିଭିନ୍ନ ସମସ୍ୟାର ଘେରରେ ସନ୍ତୁଳିତ ହେଉଥିବା ବେଳେ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ 'ସମାଧାନ' । ଯେଉଁ ସମସ୍ୟା ଗୁଡିକର ଆଶୁ ସମାଧାନ କରିହେବ ସେଗୁଡିକୁ ପ୍ରାଥମିକତା ଦେଇ ସେହିଠାରେ ହିଁ ସମାଧାନ କରାଯିବ ବୋଲି ଜଣାଇଛନ୍ତି । ଅଧିକ ପଢନ୍ତୁ...

'ସମାଧାନ' ଆଣିଦେବ ଗାଁରେ ସୁଖଶାନ୍ତି
'ସମାଧାନ' ଆଣିଦେବ ଗାଁରେ ସୁଖଶାନ୍ତି
author img

By

Published : Jan 29, 2021, 8:21 AM IST

କୋରାପୁଟ: ଗାଁରେ ଲୋକେ ବିଭିନ୍ନ ସମସ୍ୟାର ଘେରରେ ସନ୍ତୁଳିତ ହେଉଥିବା ବେଳେ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ 'ସମାଧାନ' । ଏହି କାର୍ଯ୍ୟକ୍ରମରେ 15 ଦିନକୁ ଥରେ ପ୍ରତ୍ୟେକ ବ୍ଲକରେ ଗୋଟିଏ ଗାଁରେ ବ୍ଲକର ସମସ୍ତ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପହଞ୍ଚି ସେହି ଗ୍ରାମ ତଥା ତା'ର ଆଖପାଖ ଗ୍ରାମର ସୁବିଧା ଅସୁବିଧା କଥା ବୁଝିବେ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

'ସମାଧାନ' ଆଣିଦେବ ଗାଁରେ ସୁଖଶାନ୍ତି

ଯେଉଁ ସମସ୍ୟା ଗୁଡିକର ଆଶୁ ସମାଧାନ କରିହେବ ସେଗୁଡିକୁ ପ୍ରାଥମିକତା ଦେଇ ସେହିଠାରେ ହିଁ ସମାଧାନ କରାଯିବ ବୋଲି ସେ ଜଣାଇଛନ୍ତି । ଗତକାଲି ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ନେଇ ସମାଧାନ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ସମସ୍ତ ଗ୍ରାମବାସୀଙ୍କୁ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିପାରିବ ସେ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.