ETV Bharat / state

ଆସନ୍ତାକାଲି ବାହୁଡା ଯାତ୍ରା, ଚଳଚଞ୍ଚଳ ଶାବର ଶ୍ରୀକ୍ଷେତ୍ର - bahuda

ଆସନ୍ତାକାଲି ବାହୁଡା ଯାତ୍ରା ଲାଗି ଗୁଣ୍ଡିଚା ମନ୍ଦିରରେ ଲାଗି ରହିଛି ଭିଡ । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 11, 2019, 9:54 PM IST

କୋରାପୁଟ: ଆସନ୍ତାକାଲି (ଶୁକ୍ରବାର) ବାହୁଡା ଯାତ୍ରା । ସେଥିଲାଗି ପ୍ରସ୍ତୁତ ରହିଛି ଶାବର ଶ୍ରୀକ୍ଷେତ୍ର । ପ୍ରଥମ ଥର ଲାଗି ଚଳିତ ବର୍ଷ ତିନି ଠାକୁରଙ୍କର ତିନି ରଥ ଟଣାଯାଉଥିବା ଯୋଗୁଁ ଭକ୍ତଙ୍କ ମଧ୍ୟରେ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେବେ ଆସନ୍ତାକାଲି ବାହୁଡା ଯାତ୍ରା ଥିବାରୁ ଆଜି ଗୁଣ୍ଡିଚା ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ଭିଡ ଲାଗିଛି । ନବଦିନର ଯାତ୍ରା ଶେଷ କରି ଆସନ୍ତାକାଲି (ଶୁକ୍ରବାର) ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ତେବେ ଏନେଇ ଶାବର ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ସକାଳେ ଯଥାରୀତି ତିନି ଠାକୁରଙ୍କ ପହଣ୍ଡି କରାଯାଇ ଦିନ ଗୋଟାଏ ବେଳକୁ ରଥଟଣା ହେବାର କାର୍ଯ୍ୟକ୍ରମ ରହିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ନେଇ ନବଦିନର ଘୋଷ ଯାତ୍ରା ସମ୍ପନ୍ନ ହେବା ପାଇଁ ଶାବର ଶ୍ରୀକ୍ଷେତ୍ର କୋରାପୁଟର ଗୁଣ୍ଡିଚା ମନ୍ଦିରଠାରେ ଅଟକି ରହିଥିବା ତିନିରଥ ଶ୍ରୀମନ୍ଦିର ଆଡକୁ ବାହୁଡିବେ ।Body:ଆଜି ବାହୁଡା ଯାତ୍ରାର ପୂର୍ବ ସନ୍ଧ୍ୟାରେ ମହାପ୍ରଭୁ କଳ୍କୀ ଅବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ସକାଳେ ଯଥାରୀତି ତିନି ଠାକୁରଙ୍କ ପହଣ୍ଡି କରାଯାଇ ଦିନ ଗୋଟାଏ ବେଳକୁ ରଥଟଣା ହେବାର କାର୍ଯ୍ୟକ୍ରମ ରହିଛି ।Conclusion:ଚଳିତ ବର୍ଷ ପ୍ରଥମ ଥର ପାଈଁ ତିନୋଟି ରଥ ଟଣାଯାଉଥିବା ଯୋଗୁଁ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯେମିତି ଭକ୍ତଙ୍କ ମନରେ ଅପୁର୍ବ ଉତ୍ସାହ ଦେଖାଯାଇଥିଲା ବାହୁଡା ଯାତ୍ରାରେ ମଧ୍ୟ ବହୁମାତ୍ରାରେ ଭକ୍ତ ଯୋଗ ଦେବାର ସମ୍ଭାବନା ରହିଛି ।
........
P2C : Ch.Santakar
..........
ଶାନ୍ତାକାର
କୋରାପୁଟ
.............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.