ETV Bharat / state

କୋରାପୁଟରେ ପହଞ୍ଚିଲେ ପୋଲିସ ଡିଜି ବି.କେ ଶର୍ମା - କୋରାପୁଟ ଗସ୍ତରେ ଡିଜିପି ବି.କେ.ଶର୍ମା

ଆଜି ପୂର୍ବାହ୍ନ ସମୟରେ କୋରାପୁଟ ଗସ୍ତ କରିଛନ୍ତି ଡିଜିପି ବି.କେ.ଶର୍ମା । କୋରାପୁଟରେ ଡ଼ିଆଇଜିଙ୍କ କାର୍ଯ୍ୟାଳୟରେ ୬ଟି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ
author img

By

Published : Nov 2, 2019, 11:59 AM IST

କୋରାପୁଟ: ଆଜି ପୂର୍ବାହ୍ନ ସମୟରେ କୋରାପୁଟ ଗସ୍ତ କରିଛନ୍ତି ଡିଜିପି ବି.କେ.ଶର୍ମା । କୋରାପୁଟର ସୁନାବେଡା ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ପୋଲିସ ଡିଜି ବି.କେ.ଶର୍ମା ମାଲକାନଗିରି ଜିଲ୍ଲା ଗସ୍ତ କରି ଅପରାହ୍ନ ସମୟରେ କୋରାପୁଟ ଫେରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । କୋରାପୁଟରେ ଡ଼ିଆଇଜିଙ୍କ କାର୍ଯ୍ୟାଳୟରେ ୬ଟି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସମେତ କୋବ୍ରା, ବିଏସଏଫ ଓ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ଦିନ ୧୧ଟା ବେଳେ ସୁନାବେଡା ହେଳିପେଡ ରେ ପହଁଚିଲେ ପୋଲିସ ଡିଜି ବି.କେ.ଶର୍ମା । ସେଠାରୁ ସେ ମାଲକାନଗିରି ଜିଲ୍ଲା ଗସ୍ତ କରି ଉପରବେଳା କୋରାପୁଟ ଫେରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।Body:କୋରାପୁଟ ରେ ଡ଼ିଆଇଜି ଙ୍କ କାର୍ଯ୍ୟାଳୟରେ ୬ଟି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଙ୍କ ସମେରା କୋବ୍ରା , ବିଏସଏଫ ଓ ସିଆରପିଏଫ ର ବରିଷ୍ଠ ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକ କରିବେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।Conclusion:.....
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.