ETV Bharat / state

ଆଜି ଶିଶୁଙ୍କୁ ଦିଆଯିବ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ - ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ

ଆଜି କୋରାପୁଟରେ ଶିଶୁଙ୍କୁ ଦିଆଯିବ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦେଲେ ସୂଚନା । ଅଧିକ ପଢ଼ନ୍ତୁ...

pneumococcal vaccine, pneumococcal vaccine drive in koraput, ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ, କୋରାପୁଟରେ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ ଅଭିଯାନ
ଶିଶୁଙ୍କୁ ଦିଆଯିବ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ
author img

By

Published : Jun 30, 2021, 6:52 AM IST

କୋରାପୁଟ: ଆଜି (ଜୁନ୍‌ ୩୦ ତାରିଖ) ଦିନ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ କୋରାପୁଟ ସହରର ଗାନ୍ଧୀନଗରରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଭାରମ୍ଭ କରାଯିବ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

ଶିଶୁଙ୍କୁ ଦିଆଯିବ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ

ଏହାଦ୍ବାରା କୋରାପୁଟ ଜିଲ୍ଲାର ୨୫ ହଜାରରୁ ଅଧିକ ଶିଶୁ ନିମୋକକସ ବିଜାଣୁ ଦ୍ବାରା ହେଉଥିବା ସାଧାରଣ ସାଇନସାଇଟିସ ଠାରୁ ଆରମ୍ଭ କରି ମେନିଂଯାଇଟିସ, ସେପ୍ଟିସେମିଆ ଓ ନିମୋନିଆ ଭଳି ମାରାତ୍ମକ ରୋଗଠାରୁ ପ୍ରତିବର୍ଷ ସୁରକ୍ଷା ପାଇ ଉପକୃତ ହେବେ । ଏହି ଟିକା ପାଞ୍ଚ ବର୍ଷରୁ କମ ବୟସର ଶିଶୁଙ୍କୁ ସୁରକ୍ଷା ଦେଇଥାଏ ବୋଲି ଡାକ୍ତର ବେଉରା ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.