ETV Bharat / state

ଲକଡାଉନ ସରୁସରୁ କଟକଣା ଭୁଲିଲେ କୋରାପୁଟବାସୀ - କୋରାପୁଟରେ ସାମାଜିକ ଦୂରତା କଟକଣା ଅଣଦେଖା

ସରିଛି ଲକଡାଉନ ଅବଧି । ଏମିତିରେ କୋରାପୁଟ ସହରରେ ସତେ ଯେମିତି ଲକଡାଉନ କଟକଣା ସବୁ ଭୁଲି ବସିଛନ୍ତି ସ୍ଥାନୀୟବାସୀ ।

lockdown in koraput, koraput latest news, social distancing violence in koraput, daily life in koraput, କୋରାପୁଟେରେ ଲକଡାଉନ, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌, କୋରାପୁଟରେ ସାମାଜିକ ଦୂରତା କଟକଣା ଅଣଦେଖା, କୋରାପୁଟରେ ଦୈନନ୍ଦିନ ଜୀବନଯାତ୍ରା
ଲକଡାଉନ ସରୁ ସରୁ କଟକଣା ଭୁଲିଲେ କୋରାପୁଟବାସୀ
author img

By

Published : Jun 8, 2020, 9:36 PM IST

କୋରାପୁଟ: ସରିଛି ଲକଡାଉନ ଅବଧି । ଏମିତିରେ କୋରାପୁଟ ସହରରେ ସତେ ଯେମିତି ଲକଡାଉନ କଟକଣା ସବୁ ଭୁଲି ବସିଛନ୍ତି ସ୍ଥାନୀୟବାସୀ । ଅନେକ ଦିନ ଧରି ବଜାରକୁ ପନିପରିବା ଆଣି ପାରୁନଥିବା ଚାଷୀଙ୍କ ପାଇଁ ସାପ୍ତାହିକ ହାଟ ବରଦାନ ସାଜିଥିବା ବେଳେ ଗ୍ରାହକଙ୍କ ବ୍ୟସ୍ତ ମନୋଭାବ ସାମାଜିକ ଦୂରତ୍ବ ଭଳି ଗୁରୁତ୍ବପୂର୍ଣ୍ଣ ନିୟମାବଳୀକୁ ମଧ୍ୟ ପଛରେ ପକାଇ ଦେଉଥିବା ଦେଖାଯାଇଛି ।

ଲକଡାଉନ ସରୁ ସରୁ କଟକଣା ଭୁଲିଲେ କୋରାପୁଟବାସୀ

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସୃଷ୍ଟି କରାଯାଉଥିଲେ ହେଁ ଦୋକାନ ଓ ହାଟରୁ ପ୍ରଥମେ ଜିନିଷ କିଣି ଫେରିଯିବାର ବ୍ୟସ୍ତତା ଏହାକୁ ଉପହାସ କରିବା ଭଳି ଜଣା ପଡୁଛି । ଲକଡାଉନ ଅବଧି ସରିଥିବା ବେଳେ ଅପରପାର୍ଶ୍ବରେ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏମିତିରେ କୋରାପୁଟବାସୀଙ୍କ ଏପରି ବ୍ୟଗ୍ରତା କୋରାପୁଟରେ ପୁଣି ଯେ ଲକଡାଉନ ସ୍ଥିତି ଲାଗୁ କରିବ ସେନେଇ ପରିବେଶବିତ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.