ETV Bharat / state

ପିଲାଙ୍କ ଭବିଷ୍ୟ ପାଇଁ ଶପଥ ନେଲେ ଅଭିଭାବକ

ରାଜ୍ୟର ସମସ୍ତ ସରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ। ସରକାରୀ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ ସମ୍ପନ୍ନ ହୋଇଯାଇଛି ।

author img

By

Published : Jan 17, 2020, 3:57 AM IST

koraput
ଶପଥ ନେଲେ ଅଭିଭାବକ

କୋରାପୁଟ: ଗୁରୁବାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ଅଭିଭାବକ ନିଜ ନିଜ ପିଲାଙ୍କ ଶିକ୍ଷଣ ଅଭିବୃଦ୍ଧି ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ସେମାନଙ୍କ ପରୀକ୍ଷା ଖାତାକୁ ଦେଖିବା ଓ ପିଲାମାନଙ୍କ ବିଦ୍ୟାଳୟ ଉପସ୍ଥାନକୁ ନିୟମିତ କରାଇବାର ଶପଥ ପାଠ କରିଥିଲେ ।

ଶପଥ ନେଲେ ଅଭିଭାବକ

ଶିକ୍ଷକ ଶିକ୍ଷୟତ୍ରୀମାନେ ଅଭିଭାବକଙ୍କ ସହ ମିଶି ଝିଅ ପିଲାଙ୍କୁ 18 ଓ ପୁଅଙ୍କୁ 21 ବର୍ଷ ନହେଉଣୁ ବିବାହ କରାଇବେ ନାହିଁ ବୋଲି ଶପଥ ନେଇଥିଲେ । ତେବେ କୋରାପୁଟ ସହରାଞ୍ଚଳରେ ହେଉ ବା ଗ୍ରାମାଞ୍ଚଳ ହେଉ ଏହି ବୈଠକରେ କିଛି ସ୍ଥାନୀୟ ଅଭିଭାବକ ଉପସ୍ଥିତ ଥିବାବେଳେ ଛାତ୍ରାବାସରେ ରହି ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଘରଠାରୁ ବିଦ୍ୟାଳୟର ଦୂରତ୍ବ ଯୋଗୁଁ ଯୋଗ ଦେଇପାରି ନଥିଲେ ।

କିନ୍ତୁ ସେମାନଙ୍କ ସମସ୍ୟାକୁ ଦୂର କରିପାରିଲେ ସେହି ଅଭିଭାବକ ମଧ୍ୟ ସ୍ଥାନୀୟ ଅଭିଭାବକଙ୍କ ଭଳି ନିଜ ପିଲାଙ୍କ ଶିକ୍ଷାଗତ ଅଗ୍ରଗତି ସମ୍ପର୍କରେ ଜାଣିପାରିଥାନ୍ତେ ବୋଲି ମତପ୍ରକାଶ ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ଙ୍କ ବୈଠକ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ଅଭିଭାବକ ନିଜ ନିଜ ପିଲାଙ୍କ ଶିକ୍ଷଣ ଅଭିବୃଦ୍ଧି ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଚର୍ଚ୍ଚା କରିବା ସହ ସେମାନଙ୍କ ପରୀକ୍ଷା ଖାତା କୁ ଦେଖିବା ଓ ପିଲାମାନଙ୍କ ବିଦ୍ୟାଳୟ ଉପସ୍ଥାନକୁ ନିୟମିତ କରାଇବାର ଶପଥ ପାଠ କରିଥିଲେ ।Body:ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଭିଭାବକଙ୍କ ସହ ମିଶି ଝିଅ ପିଲା ଙ୍କୁ 18 ବର୍ଷ ଓ ପୁଅଙ୍କୁ 21 ବର୍ଷ ନହେଉଣୁ ବିବାହ କରାଇବେ ନାହିଁ ବୋଲି ଶପଥ ନେଇଥିଲେ । ତେବେ କୋରାପୁଟ ସହରାଞ୍ଚଳରେ ହେଉ ବା ଗ୍ରାମାଞ୍ଚଳ ହେଉ ଏହି ବୈଠକରେ କିଛି ସ୍ଥାନୀୟ ଅଭିଭାବକ ଉପସ୍ଥିତ ଥିବା ବେଳେ ଛାତ୍ରାବାସ ରେ ରହି ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଘରଠାରୁ ବିଦ୍ୟାଳୟର ଦୂରତ୍ୱ ଯୋଗୁଁ ଯୋଗଦେଇପାରିନଥିବା ଦେଖାଦେଇଥିଲା । କିନ୍ତୁ ସେମାନଙ୍କ ଅସୁବିଧାକୁ ଦୂର କରିପାରିଲେ ସେହି ଅଭିଭାବକ ମଧ୍ୟ ସ୍ଥାନୀୟ ଅଭିଭାବକଙ୍କ ଭଳି ନିଜ ପିଲାଙ୍କ ଶିକ୍ଷାଗତ ଅଗ୍ରଗତି ସମ୍ପର୍କରେ ଜାଣିପାରିଥାନ୍ତେ ବୋଲି ମତପ୍ରକାଶ ପାଇଛି । Conclusion:ବାଇଟ : ଅନନ୍ତ ବାଘ , ଅଭିଭାବକ ( check shirt)
ବାଇଟ : ସୁଷମା ପାତ୍ର , ପ୍ରଧାନ ଶିକ୍ଷୟତ୍ରୀ , ରଙ୍ଗବାଲି କୁମ୍ଭା
ବାଇଟ : ପ୍ରଦୀପ ପାତ୍ର , ଶିକ୍ଷକ , ପୂଜାରିପୁଟ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କୋରାପୁଟ

........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.