ETV Bharat / state

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ ଉପକୂଳପତି ନିଯୁକ୍ତ - ପ୍ରଫେସର କ୍ଷିତୀ ଭୂଷଣ ଦାଶ

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟରେ ନୂତନ ଉପକୂଳପତି ଭାବେ ନିଯୁକ୍ତ ହେଲ ପ୍ରଫେସର କ୍ଷିତୀ ଭୂଷଣ ଦାଶ । ଅଧିକ ପଢନ୍ତୁ...

central university of odisha koraput
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ ଉପ କୂଳପତି ନିଯୁକ୍ତ
author img

By

Published : Jan 18, 2021, 9:36 PM IST

କୋରାପୁଟ: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା କୋରାପୁଟରେ ଯୋଗଦେଲେ ନୂତନ ଉପକୂଳପତି । ସେ ପୂର୍ବରୁ ଇନ୍ଦିରାଗାନ୍ଧୀ ମୁକ୍ତ ବିଦ୍ୟାଳୟ, ନୂଆଦିଲ୍ଲୀ ଉପକୂଳପତି ଭାବରେ କାର୍ଯ୍ୟ କରୁଥିଲେ ।

କୋରାପୁଟ ଜିଲ୍ଲାର ସୁନାବେଡାରେ ଥିବା ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂତନ ଉପକୂଳପତି ଭାବେ ପ୍ରଫେସର କ୍ଷିତୀ ଭୂଷଣ ଦାଶ ନିଯୁକ୍ତ ହୋଇଛନ୍ତି । ବିଶ୍ବବିଦ୍ୟାଳୟର କୁଳପତି ଓ ଅନ୍ୟାନ୍ୟ ପ୍ରଫେସର ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି । ପ୍ରଫେସର ଦାଶ ପୂର୍ବରୁ ଇନ୍ଦିରାଗାନ୍ଧୀ ମୁକ୍ତ ବିଦ୍ୟାଳୟ, ନୂଆଦିଲ୍ଲୀର ଉପକୂଳପତି ଭାବେ କାର୍ଯ୍ୟ କରିଥିବା ବେଳେ କମର୍ସ ଓ ମ୍ୟାନେଜମେଣ୍ଟର ଡିନ ଓ ପ୍ରଫେସର ଭାବରେ ୩୮ ବର୍ଷର ଅଭିଜ୍ଞତା ରହିଛି । ସେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ସୋଆ ବିଶ୍ବବିଦ୍ୟାଳୟ ତାଙ୍କର ଶିକ୍ଷା ମାର୍ଗଦର୍ଶନର ସ୍ଥଳୀ ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ସେ ଡାଇରେକ୍ଟର,ଡିପାର୍ଟମେଣ୍ଟ ମୁଖ୍ୟ ଓ ପୋଗ୍ରାମ କୋଡିନେଟର ଆଦି ବହୁ ପଦବୀରେ ରହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.