ETV Bharat / state

ଏରୋ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ଭାରତ ହେବ ଆତ୍ମ ନିର୍ଭରଶୀଳ

ଏରୋ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ଭାରତ ହେବ ଆତ୍ମ ନିର୍ଭରଶୀଳ । ଏନେଇ ନିଜର ମତ ରଖିଛନ୍ତି ମିଗ୍ କମ୍ପ୍ଲେକ୍ସ ର ସିଇଓ ଦିବ୍ୟନ୍ଦୁ ମାଇତି । ଅଧିକ ପଢନ୍ତୁ

author img

By

Published : Dec 15, 2022, 10:55 PM IST

ଏରୋ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ଭାରତ ହେବ ଆତ୍ମ ନିର୍ଭରଶୀଳ
ଏରୋ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ଭାରତ ହେବ ଆତ୍ମ ନିର୍ଭରଶୀଳ
ଏରୋ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ଭାରତ ହେବ ଆତ୍ମ ନିର୍ଭରଶୀଳ

କୋରାପୁଟ: ଏରୋ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ଭାରତ ହେବ ଆତ୍ମ ନିର୍ଭରଶୀଳ । ଏନେଇ ନିଜର ମତ ରଖିଛନ୍ତି ମିଗ୍ କମ୍ପ୍ଲେକ୍ସ ର ସିଇଓ ଦିବ୍ୟନ୍ଦୁ ମାଇତି । ସୁନାବେଡ଼ା ସ୍ଥିତ ହିନ୍ଦୁସ୍ଥାନ ଆରୋନଟିକ୍ସ ଲିମିଟେଡ ହଲ ଠାରେ ଆରୋନଟିକାଲ ସୋସାଇଟି ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଜାତୀୟ ସ୍ତରୀୟ କର୍ମଶାଳା । ଏନେଇ ଡିଆରଡିଓ, ବାୟୁ ଭବନ, ମିଗ୍ କମ୍ପ୍ଲେକ୍ସ ଓ ବାଙ୍ଗାଲୋର ସ୍ଥିତ ହାଲର ବିଶିଷ୍ଟ ବୈଜ୍ଞାନିକ, ଇଞ୍ଜିନିୟର ତଥା ବରିଷ୍ଠ ପ୍ରଶାସକ ଆଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ତେବେ ଆତ୍ମ ନିର୍ଭର ଭାରତ ଅଭିଯାନରେ କିପରି ଏରୋ ସ୍ପେସ କ୍ଷେତ୍ରରେ ଆବଶ୍ୟକ ହେଉଥିବା ସମସ୍ତ ଯନ୍ତ୍ରପାତି ତଥା ଉପକରଣର ନିର୍ମାଣ ଭାରତ ବର୍ଷରେ ହିଁ କରାଯାଇ ପାରିବ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା ବୋଲି ମାଇତି ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି କର୍ମଶାଳାରେ ଯୋଗ ଦେଇଥିବା ସଦସ୍ୟ ମାନେ ଦେଇଥିବା ମତାମତ ଓ ଆଲେଖ୍ୟକୁ ଆଧାର କରି ନିକଟ ଭବିଷ୍ୟତରେ ଏରୋ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ହେବା ଦିଗରେ କାର୍ଯ୍ୟ ଆରମ୍ଭ ହେବ ବୋଲି ମିଗ୍ କମ୍ପ୍ଲେକ୍ସ ସିଇଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁ଼ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.