ETV Bharat / state

ଜଳପ୍ରପାତରେ ଗୋଡଖସି ଯୁବକଙ୍କ ମୃତ୍ୟୁ - ପର୍ଯ୍ୟଟନ ସ୍ଥଳୀରେ ମୃତ୍ୟୁ

ପଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଁଗାଁ ଗ୍ରାମପଞ୍ଚାୟତର ପର୍ଯ୍ୟଟନ ସ୍ଥଳୀ ଗଲିଗବଦର ଜଳପ୍ରପାତରେ ଅଘଟଣ । କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର 20 ବର୍ଷୀୟ ଯୁବକ ଦେବଜ୍ୟୋତି ରାଉତଙ୍କ ମୃତ୍ୟୁ । ଅଧିକ ଖବର ପଢନ୍ତୁ...

ଜଳପ୍ରପାତରେ ଗୋଡଖସି ଯୁବକଙ୍କ ମୃତ୍ୟୁ
ଜଳପ୍ରପାତରେ ଗୋଡଖସି ଯୁବକଙ୍କ ମୃତ୍ୟୁ
author img

By

Published : Dec 25, 2019, 11:28 PM IST

କୋରାପୁଟ: ପଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଁଗାଁ ଗ୍ରାମପଞ୍ଚାୟତର ପର୍ଯ୍ୟଟନସ୍ଥଳୀ ଗଲିଗବଦର ଜଳପ୍ରପାତରେ ଅଘଟଣ। କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର 20 ବର୍ଷୀୟ ଯୁବକ ଦେବଜ୍ୟୋତି ରାଉତଙ୍କ ମୃତ୍ୟୁ ।

ଜଳପ୍ରପାତରେ ଗୋଡଖସି ଯୁବକଙ୍କ ମୃତ୍ୟୁ
ସେ ତାଙ୍କ ସାଙ୍ଗସାଥୀଙ୍କ ସହ ଏହି ଜଳପ୍ରପାତକୁ ଯାଇଥିବା ସମୟରେ ଜଳପ୍ରପାତରେ ଗୋଡ଼ ଖସି ତଳକୁ ଚାଲି ଯାଇଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରବର୍ତ୍ତୀ ସମୟରେ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ।

ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣକ କୋରାପୁଟ ଡ଼ିଏଭି ମହାବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ପଟାଙ୍ଗି ବ୍ଲକ ଅନ୍ତର୍ଗତ ନୁଆଁଗାଁ ଗ୍ରାମପଞ୍ଚାୟତର ପର୍ଯ୍ୟଟନ ସ୍ଥଳୀ ଗଲିଗାବଦର ଜଳପ୍ରପାତ ଠାରେ ପୁଣିଥରେ ଘଟିଲା ଏକ ଦୁର୍ଘଟଣା।Body:କଳାହାଣ୍ଡି ଜିଲ୍ଲାର କୋକସରା ଅଞ୍ଚଳର 20 ବର୍ଷ ର ଯୁବକ ଦେବଜ୍ୟୋତି ରାଉତ ତାଙ୍କ ସାଙ୍ଗ ସାଥୀ ସହ ଏହି ଜଳପ୍ରପାତ କୁ ଯାଇଥିବା ସମୟରେ ଜଳପ୍ରପାତ ରେ ଗୋଡ଼ ଖସି ତଳକୁ ଚାଲି ଯାଇଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କ ସାଙ୍ଗ ସାଥୀମାନେ ପ୍ରଥମେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରବର୍ତୀ ସମୟରେ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ।ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ସେହି ଯୁବକ ଜଣକ କୋରାପୁଟ ଡ଼ିଏଭି ମହାବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଅଛି।Conclusion:.......
ଶାନ୍ତାକାର
କୋରାପୁଟ
............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.