ETV Bharat / state

କୋରାପୁଟରେ ବଢିଛି ବଜ୍ରପାତ ମୃତ୍ୟୁସଂଖ୍ୟା - ବଜ୍ରପାତରେ ୨୪୨ଟି ଗୋରୁଗାଈ ମୃତ

କୋରାପୁଟର ବିଭିନ୍ନ ଅଞ୍ଚଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସମୁଦାୟ ୬୫ ଜଣ ତଥା ୨୪୨ଟି ଗୋରୁଗାଈ ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଥିବା ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସୂଚନା ପ୍ରଦାନ ଦେଇଛନ୍ତି ।

କୋରାପୁଟରେ ବଢିଛି ବଜ୍ରପାତ ମୃତ୍ୟୁ ସଂଖ୍ୟା
author img

By

Published : Oct 12, 2019, 12:01 AM IST

କୋରାପୁଟ: ଜିଲ୍ଲାରେ ବଢିଚାଲିଛି ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା । କୋରାପୁଟର ବିଭିନ୍ନ ଅଞ୍ଚଳରେ ଗତ ପାଞ୍ଚବର୍ଷ ମଧ୍ୟରେ ସମୁଦାୟ ୬୫ ଜଣ ମଣିଷ ତଥା ୨୪୨ଟି ଗୋରୁଗାଈ ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଥିବା ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରେ ବଢିଛି ବଜ୍ରପାତ ମୃତ୍ୟୁ ସଂଖ୍ୟା

ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫-୧୬ ଆର୍ଥିକ ବର୍ଷରେ ୯ ଜଣ ବ୍ୟକ୍ତି ଓ ୬୨ଟି ଗୋରୁଗାଈଙ୍କ ମୃତ୍ୟୁ ହୋଇଛି । ଚଳିତବର୍ଷ ଏପର୍ଯ୍ୟନ୍ତ ୧୬ ଜଣ ବ୍ୟକ୍ତିଙ୍କ ସମେତ ୮୩ଟି ଗୋରୁଗାଈ ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ବଜ୍ରପାତ ସମୟରେ ନେବାକୁ ଥିବା ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ଆହୁରି ଅଧିକ ମାତ୍ରାରେ ସାଧାରଣ ଲୋକଙ୍କ ପାଖରେ କିପରି ପହଞ୍ଚି ପାରିବ ସେଥିପ୍ରତି ପ୍ରୟାସ କରାଯିବ ବୋଲି ଜିଲ୍ଲା ଆପାତ୍ତଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ଜଣାଇଛନ୍ତି ।

ତେବେ କୋରାପୁଟ ଅଞ୍ଚଳରେ ଗତ କିଛିବର୍ଷ ଧରି ପରିବେଶ ନଷ୍ଟ ହେଉଥିବା କାରଣରୁ ଘଡଘଡି ଓ ବିଜୁଳି ସିଧାସଳଖ ଲୋକ ଓ ତାଙ୍କ ସହ ବିଲବାଡ଼ିରେ ଥିବା ଗୋରୁଗାଈଙ୍କ ଜୀବନ ନେଉଥିବା ପରିବେଶବିତ ମିହିର ଜେନା ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସମୁଦାୟ ୬୫ ଜଣ ମଣିଷ ତଥା ୨୪୨ ଟି ଗୋରୁଗାଈ ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।Body:ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫-୧୬ ଆର୍ଥିକ ବର୍ଷ ରେ ୯ ଜଣ ବ୍ୟକ୍ତି ଓ ୬୨ ଟି ଗୋରୁଗାଈ ମୃତ୍ୟୁବରଣ କରିଥିବା ବେଳେ ଚଳିତବର୍ଷ ଏପର୍ଯ୍ୟନ୍ତ ୧୬ ଜଣ ବ୍ୟକ୍ତିଙ୍କ ସମେତ ୮୩ ଟି ଗୋରୁଗାଈ ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ବଜ୍ରପାତ ସମୟରେ ନେବାକୁ ଥିବା ପଦକ୍ଷେପ ସମ୍ପର୍କରେ ବାର୍ତା ଆହୁରି ଅଧିକ ମାତ୍ରାରେ ସାଧାରଣ ଲୋକଙ୍କ ପାଖରେ କିପରି ପହଞ୍ଚି ପାରିବ ସେଥିପ୍ରତି ପ୍ରୟାସ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।Conclusion:ତେବେ କୋରାପୁଟ ଅଂଚଳରେ ଗତ କିଛି ବର୍ଷ ଧରି ପରିବେଶ ନଷ୍ଟ ହେଉଥିବା କାରଣରୁ ଘଡଘଡି ଓ ବିଜୁଳି ସିଧାସଳଖ ଲୋକ ଓ ତାଙ୍କ ସହ ବିଲବାଡ଼ ରେ ଥିବା ଗୋରୁଗାଈଙ୍କ ଜୀବନ ନେଉଥିବା ପରିବେଶବିତ ମିହିର ଜେନା ମତ ରଖିଛନ୍ତି ।
........
Byte : ସିଦ୍ଧାନ୍ତ ପଟ୍ଟନାୟକ , ଜିଲ୍ଲା ଆପାତକାଳୀନ ଅଧିକାରୀ
Byte : ମିହିର ଜେନା , ପରିବେଶବିତ
........
ଶାନ୍ତାକାର
କୋରାପୁଟ
............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.