ETV Bharat / state

ପାର୍ବଣ ପ୍ରସ୍ତୁତି: କୋରାପୁଟ ପୋଲିସ, ପୂଜା କମିଟି ମଧ୍ୟରେ ବୈଠକ - ମା ଜଗତ ଜ୍ଜନନୀ ଦୁର୍ଗା

ପାର୍ବଣରେ ପଲିଥିନ ବ୍ୟବହାର ନକରିବାକୁ ପରାମର୍ଶ । ଆବଶ୍ୟକତା ଅନୁଯାୟୀ ବାଜିବ ବାଜା । ଏନେଇ କୋରାପୁଟ ପୋଲିସର ବ୍ୟାପକ ପ୍ରସ୍ତୁତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 19, 2019, 3:27 AM IST

କୋରାପୁଟ: ଆସୁଛି ପାର୍ବଣ ଋତୁ । ଧରାପୃଷ୍ଠକୁ ଓହ୍ଲାଇବେ ମା’ ଜଗତ୍‌ ଜନନୀ ଦୁର୍ଗା । ମା’ଙ୍କ ଆଗମନ ପାଇଁ ସଜେଇ ହେଉଛି ଧରାପୃଷ୍ଠ । ମା’ ଦଶଭୁଜାଙ୍କ ପୂଜା ପାଇଁ ସବୁଠି ଏବେ ପ୍ରସ୍ତୁତି ଜୋରଦାର । ପୋଲିସ ପ୍ରଶାସନ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ପୂଜା ସାରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି କ୍ରମରେ ବୁଧବାର କୋରାପୁଟ ପୋଲିସ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛି । ପୂଜା ମଣ୍ଡପଗୁଡିକରେ ପଲିଥିନ ବ୍ୟବହାର ନକରିବା, ଅଯଥା ଶବ୍ଦ ପ୍ରଦୂଷଣକୁ ରୋକିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନେଇ ଆଲୋଚନା କରାଯାଇଥିବା ପୌର ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ସହରରେ ଦଶହରା ଅବସରରେ କିପରି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ସୁରୁଖୁରୁରେ ହୋଇପାରିବ ସେ ନେଇ ଆଜି କୋରାପୁଟ ପୋଲିସ , ବିଭିନ୍ନ ପୂଜାମଣ୍ଡପର କର୍ମକର୍ତା ଓ ପୌର ପ୍ରଶାସନ ଅଧିକାରୀ ଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । Body:ପୂଜା ମଣ୍ଡପ ଗୁଡିକରେ ପଲିଥିନ ବ୍ୟବହାର ନକରିବା , ଅଯଥା ଶବ୍ଦ ପ୍ରଦୂଷଣ କୁ ରୋକିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା କୁ ନେଇ ଆଲୋଚନା କରାଯାଇଥିବା ପୌର ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଜଣାଇଛନ୍ତି ।Conclusion:Byte : Goura Chandra Patnaik , Executive Officer Koraput Municipality
.........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.