ETV Bharat / state

ରାସ୍ତା କଡରୁ ହଟିବ ଦୋକାନ ବଜାର: ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପୌର ପ୍ରଶାସନ

author img

By

Published : Feb 7, 2022, 5:48 PM IST

କୋରାପୁଟ ଜିଲ୍ଲା ପୌର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବାବେଳେ ଚାରି ଦିନ ଧରି ଚାଲିବ। ଅଧିକ ପଢନ୍ତୁ

ରାସ୍ତା କଡରୁ ହଟିବ ଦୋକାନ ବଜାର : ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପୌର ପ୍ରଶାସନ

କୋରାପୁଟ : ଜିଲ୍ଲା ପୌର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି । ସହରରେ ଟ୍ରାଫିକ ଛକ ନିକଟରୁ ଗାନ୍ଧୀ ନଗର ସ୍ଥିତ ଶ୍ମଶାନ ପର୍ଯ୍ୟନ୍ତ ରାସ୍ତାକଡରେ ବେଆଇନ ଭାବେ ଥିବା ଦୋକାନ ଓ ଘରକୁ ପୌର ପ୍ରଶାସନ ଦ୍ୱାରା ଉଚ୍ଛେଦ କରିବା ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବାବେଳେ ଚାରି ଦିନ ଧରି ଚାଲିବ ।

ଏହାବି ପଢନ୍ତୁ : CoWINରେ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର

କୋରାପୁଟରୁ ଜୟପୁର ଆଡକୁ ଯାଇଥିବା ରାସ୍ତାରେ ବାଟ ମଙ୍ଗଳା ମନ୍ଦିର ଛକ ଠାରୁ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ରାସ୍ତା କଡକୁ ଜବରଦଖଲରୁ ମୁକ୍ତ କରାଯିବ । ଏନେଇ ପୌର ଅଧିକାରୀ ସ୍ୱସ୍ତିକ ଜମାଦାର ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.