ETV Bharat / state

ମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ କିଛି ଜାଣି ନାହିଁ କହିଲେ କୋରାପୁଟ ବିଧାୟକ - ମନ୍ତ୍ରୀଙ୍କ କୋରାପୁଟ ଗସ୍ତ ସମ୍ପର୍କରେ ମୁଁ କିଛି ଜାଣି ନାହିଁ କହିଲେ ବିଧାୟକ

କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୀବ କୁମାର ବଲ୍ୟାନ ଆଜି ଦିନିକିଆ କୋରାପୁଟ ଗସ୍ତରେ ଆସି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଥିବା ସମୟରେ ଜିଲ୍ଲାପାଳ ଏବଂ ଏପରିକି ସ୍ଥାନୀୟ ବିଧାୟକଙ୍କ ଅନୁପସ୍ଥିତି ନେଇ ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ । ଅଧିକ ପଢନ୍ତୁ

କୋରାପୁଟ ବିଧାୟକ
କୋରାପୁଟ ବିଧାୟକ
author img

By

Published : Apr 12, 2022, 10:19 PM IST

କୋରାପୁଟ: କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ କୁମାର ବଲ୍ୟାନ ଆଜି ଦିନିକିଆ କୋରାପୁଟ ଗସ୍ତରେ ଆସି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଥିବା ସମୟରେ ଜିଲ୍ଲାପାଳ ଏବଂ ଏପରିକି ସ୍ଥାନୀୟ ବିଧାୟକଙ୍କ ଅନୁପସ୍ଥିତି ନେଇ ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ ।

ମନ୍ତ୍ରୀଙ୍କ କୋରାପୁଟ ଗସ୍ତ ସମ୍ପର୍କରେ ମୁଁ କିଛି ଜାଣି ନାହିଁ କହିଲେ କୋରାପୁଟ ବିଧାୟକ

ଆଙ୍କାକ୍ଷା ଜିଲ୍ଲା କୋରାପୁଟର ବିକାଶ ସମ୍ପର୍କରେ ଆଲୋଚନା ହେବା ବେଳେ ଆଗରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ହେଁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁରାମ ପଡାଲ ଅନୁପସ୍ଥିତ ରହିବା ପରିତାପର ବିଷୟ ବୋଲି ମନ୍ତ୍ରୀ ଅଭିଯୋଗ କରିବା ପରେ ବିଧାୟକ ପଡାଲ ନିଜ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ତାଙ୍କୁ ପ୍ରଶାସନ ତରଫରୁ କୌଣସି ଖବର ଦିଆଯାଇନଥିବା ସେ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.