ETV Bharat / state

‘ମେ ଭି ଚୌକିଦାର’ରେ କମ୍ପିଲା କୋରାପୁଟ - BJP

ସାରା ଦେଶରେ ବିଜେପି ଲଗାଇଥିବା ନାରା ‘ମେ ଭି ଚୌକିଦାର’ ଆଜି (ଶୁକ୍ରବାର) କୋରାପୁଟରେ ଶୁଣିବାକୁ ମିଳିଛି। ବାଙ୍କବିଜା ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ନିର୍ବାଚନୀ ସଭାରେ ଏହି ନାରା ଶୁଣାଯାଇଛି ।

ଫାଇଲ ଫଟୋ
author img

By

Published : Mar 29, 2019, 3:22 PM IST

କୋରାପୁଟ: ସାରା ଦେଶରେ ବିଜେପି ଲଗାଇଥିବା ନାରା ‘ମେ ଭି ଚୌକିଦାର’ ଆଜି (ଶୁକ୍ରବାର) କୋରାପୁଟରେ ଶୁଣିବାକୁ ମିଳିଛି। ବାଙ୍କବିଜା ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ନିର୍ବାଚନୀ ସଭାରେ ଏହି ନାରା ଶୁଣାଯାଇଛି । ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନାରା ଦେବା ପରେ ଉପସ୍ଥିତ ଜନତା ମଧ୍ୟ ଏହି ନାରା ଲଗାଇଛନ୍ତି ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଓଡିଶାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ନିର୍ବାଚନୀ ଗସ୍ତରେ ଆସି ମୋଦି ପ୍ରଥମେ ବିଜେପିର ପ୍ରାର୍ଥୀଙ୍କୁ ଲୋକଙ୍କ ପାଖରେ ପରିଚିତ କରିବା ପରେ ମେ ଭି ଚୌକିଦାର ନାରା ଦେଇଥିଲେ । ଯେଉଁଥିରେ ଉପସ୍ଥିତ ଜନତା ବି ତାଙ୍କର ସାଥ ଦେଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ମୋଦି କେବଳ ମେ ଭି କହିବା ସହ ଲୋକମାନେ ଚୌକିଦାର ବୋଲି କହିଥିଲେ ।

ବିଜେଡି ଚତୁର୍ଥ  ପର୍ଯ୍ୟାୟ ପାର୍ଥି ତାଲିକା ଘୋଷଣା କରିଥିବା ବେଳେ ଏଥିରେ ଅଛି  ଅନୁଗୋଳ ଜିଲା ର ତିନିଟି ବିଧାନସଭା କ୍ଷେତ୍ର ର ପାର୍ଥି ଙ୍କ ନାଁ । ତାଳଚେର ବିଧାନସଭା ମଣ୍ଡଳ ପାଇଁ ଗତ ଥର ର ବିଧାୟକ ବ୍ରଜକିଶୋର ପ୍ରଧାନ ଙ୍କୁ ଦଳ ଏଥର ପୁଣି ପାର୍ଥି କରିଥିବା ବେଳେ ଛେଣ୍ଡିପଦା ବିଧାନସଭା ପାଇଁ ଦ୍ୱିତୀୟ ଥର ପାଇଁ ସୁଶାନ୍ତ ବେହରା ଙ୍କୁ ଦଳ ଟିକେଟ ଦେଇଛି । ସେହିଭଳି ତିନି ଥର ର ବିଧାୟକ ରଜନୀକାନ୍ତ ସିଂ ଙ୍କୁ ଦଳ ପୁଣି ଥରେ ଅନୁଗୋଳ ବିଧାନସଭା  ମଣ୍ଡଳ  ପାଇଁ  ପାର୍ଥି କରିଛି । ଟିକେଟ ଘୋଷଣା ପରେ ସବୁ ନେତାଙ୍କ ସମର୍ଥକ ମହଲରେ ଖୁସି ର ମହୋଲ ଖେଳି ଯାଇଛି । ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ ରଜନୀ ଙ୍କ ଉପରେ ଭରସା କରିଥିବାରୁ ଏହାକୁ ନେଇ ଜିଲା ବିଜେଡ଼ି ମହଲରେ ଖୁସି ର ଲହରୀ ଦେଖିବାକୁ ମିଳିଛି । ସରକାରଙ୍କ ସଫଳତା କୁ ଆଧାର କରି ରଜନୀ ଏଥର ନିର୍ବଚନା ଲଢ଼ିବେ ବୋଲି କହିବା ସହ ବାକି ଯାହା ବି କାମ ଗତ ବର୍ଷ ମାନଙ୍କରେ ଅଧୁରା ରହିଯାଇଛି ତାକୁ ପୂରଣ କରିବେ ବୋଲି କହିଛନ୍ତି ରଜନୀ ।ସେହିଭଳି ବ୍ରଜ ଙ୍କ ବ୍ରଜ ଙ୍କ ମଧ୍ୟ ବ୍ରଜ ଙ୍କୁ ସ୍ୱାଗତ କରିଛନ୍ତି ।  ସମସ୍ଥଙ୍କୁ ସାଥିରେ ନେଇ ସେ  ଏଥର ତାଳଚେର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ବ୍ରଜ ।
Byte -1ରଜନୀକାନ୍ତ ସିଂ , ଅନୁଗୋଳ ବିଜଡ଼ ବିଧାୟକ ପାର୍ଥି
Byte-2ବ୍ରଜକିଶୋର ପ୍ରଧାନ ତାଳଚେତ ବିଜେଡ଼ି ବିଧାୟକ ପାର୍ଥି ।
Visual on FTP 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.