ETV Bharat / state

3ଟି ପର୍ଯ୍ୟାୟରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରୀକ୍ଷା - କୁଳପତି ଆଇ .ରାମବ୍ରହ୍ମମ

ଜୁଲାଇ 6 ତାରିଖରୁ ଜୁଲାଇ 11 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ 7ଟି ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଥିବାବେଳେ ଜୁଲାଇ 14 ତାରିଖରୁ ଆରମ୍ଭ ହେଉଥିବା ଦ୍ଵିତୀୟ ପର୍ଯ୍ୟାୟରେ ଚାରୋଟି ଏବଂ ଜୁଲାଇ 23 ରୁ ଆଉ ଚାରୋଟି ବିଭାଗର ପରୀକ୍ଷା କରାଯିବ ।

3ଟି ପର୍ଯ୍ୟାୟରେ ହେବ କେନ୍ଦ୍ରୀୟ ବିଶ୍ୱ ଵିଦ୍ୟାଳୟର ପରୀକ୍ଷା

author img

By

Published : May 29, 2020, 7:56 PM IST

Updated : May 29, 2020, 8:28 PM IST

କୋରାପୁଟ: କେନ୍ଦ୍ରୀୟ ବିଶ୍ବ ଵିଦ୍ୟାଳୟ ଓଡିଶାର ପରୀକ୍ଷା ତିନୋଟି ପର୍ଯ୍ୟାୟରେ ସମ୍ପନ୍ନ ହେବ । ଶୁକ୍ରବାର ସୁନାବେଡା ସ୍ଥିତ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ କୁଳପତି ଆଇ .ରାମବ୍ରହ୍ମମଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଶ୍ବ ବିଦ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି ।

3ଟି ପର୍ଯ୍ୟାୟରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରୀକ୍ଷା

ଜୁଲାଇ 6 ତାରିଖରୁ ଜୁଲାଇ 11 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ 7ଟି ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଥିବାବେଳେ ଜୁଲାଇ 14 ତାରିଖରୁ ଆରମ୍ଭ ହେଉଥିବା ଦ୍ଵିତୀୟ ପର୍ଯ୍ୟାୟରେ ଚାରୋଟି ଏବଂ ଜୁଲାଇ 23 ରୁ ଆଉ ଚାରୋଟି ବିଭାଗର ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ସମୟରେ ବିଶ୍ବବିଦ୍ୟାଳୟର ଲାଇବ୍ରେରୀକୁ ବ୍ୟବହାର କରିବେ ଓ ସମଗ୍ର ପରୀକ୍ଷା ଚାଲିବା ସମୟରେ ସାମାଜିକ ଦୂରତ୍ବ ଭଳି ନିୟମକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ଦିଆଯାଇଥିବା ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 29, 2020, 8:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.