ETV Bharat / state

ସ୍ବର୍ଗତ ସ୍ବାଧୀନତା ସଂଗ୍ରାମୀଙ୍କ ପୁଅ ଜଗବନ୍ଧୁ ନାୟକଙ୍କ ପରଲୋକ

ଭଦ୍ରକର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବୈକୁଣ୍ଠ ନାଥ ନାୟକଙ୍କ ପୁଅ ଜଗବନ୍ଧୁ ନାୟକଙ୍କ ପରଲୋକ । ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ ଗୁଳିକାଣ୍ଡ ଦିବସରେ ଯୋଗ ଦେବା ପାଇଁ ଆସିଥିବାବେଳେ ସେ ହଠାତ ଅସୁସ୍ଥ ହୋଇଥିଲେ । ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 24, 2019, 12:01 AM IST

କୋରାପୁଟ: ଭଦ୍ରକର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବୈକୁଣ୍ଠ ନାଥ ନାୟକଙ୍କ ପୁଅ ଜଗବନ୍ଧୁ ନାୟକଙ୍କ ପରଲୋକ । ଆଜି ସନ୍ଧ୍ୟାରେ କୋରାପୁଟରେ ତାଙ୍କ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ ଗୁଳିକାଣ୍ଡ ଦିବସରେ ଯୋଗ ଦେବା ପାଇଁ ଆସିଥିବାବେଳେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

କୋରାପୁଟ ଜିଲ୍ଲା ପ୍ରଶାସନର ସହାୟତାରେ ସ୍ବର୍ଗତ ଜଗବନ୍ଧୁଙ୍କ ମରଶରୀରକୁ ଏକ ବେସରକାରୀ ଆମ୍ବୁଲାନ୍ସରେ ତାଙ୍କ ପୈତୃକ ଗ୍ରାମ ଭଦ୍ରକ ନିକଟସ୍ଥ ବଙ୍ଗସାହିକୁ ପଠାଇ ଦିଆଯାଇଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:ଭଦ୍ରକର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବୈକୁଣ୍ଠ ନାଥ ନାୟକଙ୍କ ପୁତ୍ର ଜଗବନ୍ଧୁ ନାୟକ (72)ଙ୍କ କୋରାପୁଟରେ ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି lBody:ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଠାରେ ଗୁଳିକାଣ୍ଡ ଦିବସରେ ଯୋଗଦେବାପାଇଁ ଆସିଥିବାବେଳେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ l କୋରାପୁଟ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ବାଟରେ ହିଁ ତାଙ୍କ ଦେହାନ୍ତ ହୋଇଯାଇଥିଲା । କୋରାପୁଟ ଜିଲ୍ଲା ପ୍ରଶାସନର ସହାୟତାରେ ସ୍ବର୍ଗତ ଜଗବନ୍ଧୁଙ୍କ ମରଶରୀରକୁ ଏକ ବେସରକାରୀ ଆମ୍ବୁଲାନ୍ସ ରେ ତାଙ୍କ ନିଜ ଗ୍ରାମ ଭଦ୍ରକ ନିକଟସ୍ଥ ବଙ୍ଗସାହି କୁ ପଠାଇଦିଆଯାଇଛି ।Conclusion:...........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.