ETV Bharat / state

ମାଓବାଦୀ ଲୁଚାଇଥିଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ! ଜବତ କଲା ପୋଲିସ - Huge quantities of weapons seized in koraput

ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି । ଅଧିକ ପଢନ୍ତୁ...

ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
author img

By

Published : Feb 5, 2021, 10:04 PM IST

କୋରାପୁଟ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି ।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ଡିଭିଏଫ ଏବଂ ବିଡିଡି ସ୍କ୍ବାର୍ଡ ନାରାୟଣପାଟଣା ଥାନା ଅଞ୍ଚଳ ଅନ୍ତର୍ଗତ କେଣ୍ଡା ବୋରିଗି , ମଙ୍ଗଳପୁର ଏବଂ ଆତ୍ମକଣ୍ଡା ଜଙ୍ଗଲରେ ମାଓ ବିରୋଧୀ ଅପରେସନ ଚଳାଇଥିଲେ । ସେହି ସମୟରେ ସୁରେଶି ନିକଟରେ ମାଓବାଦୀଙ୍କ ଦ୍ବାରା ଏକ ଅସ୍ତ୍ରଶସ୍ତ୍ର ପୋତା ହୋଇଥିବା ସ୍ଥାନରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି ସୂଚନା ପ୍ରଦାନ କରିଛନ୍ତି ।

ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ 6 ଟି ଏସବିଏମ୍ଏଲ, 50ଟି ଜିଲେଟିନ ଷ୍ଟିକ, 205ଟି ଲୁହା ରଡ଼ , 2ଟି କ୍ଲେମର ମାଇନ୍ସ ଓ ଟିଫିନ ବୋମା ଭଳି ମାରଣାସ୍ତ୍ର ରହିଛି । ଏହାସବୁ ବହୁଦିନ ପୂର୍ବେ ମାଟିରେ ପୋତା ହୋଇଥିବା ଅନୁମାନ କରାଯାଉଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.