ETV Bharat / state

କୋରାପୁଟରେ ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି

କୋରାପୁଟରେ ପ୍ରବଳ ବର୍ଷା, ଜନଜୀବନ ପ୍ରଭାବିତ । ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି । 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ 326.7 ମିଲିମିଟର ବୃଷ୍ଟିପାତ ହୋଇଥିବା ସୂଚନା । ଅଧିକ ପଢନ୍ତୁ....

heavy rainfall in koraput district
କୋରାପୁଟରେ ପ୍ରବଳ ବର୍ଷା , ଅସ୍ତବ୍ୟସ୍ତ ଜନଜୀବନ
author img

By

Published : Aug 16, 2020, 12:19 PM IST

କୋରାପୁଟ: ଜିଲ୍ଲାରେ ଗତ ଦୁଇଦିନ ଧରି ଜାରି ରହିଛି ଲଘୁଚାପ ବର୍ଷା । ଜମିରେ ଧାନ ଚାରା ଶୁଖି ଯାଇଛି । ଏହି ବର୍ଷା କ୍ଷେତରେ ଥିବା ଚାରାର ମୂଳକୁ କେବଳ ଓଦା କରିବା ବୋଲି ପରିବେଶବିତ୍ ମତ ରଖିଛନ୍ତି । ଜିଲ୍ଲାରେ ଗତ କିଛି ବର୍ଷ ଧରି ହେଉଥିବା ଅସନ୍ତୁଳିତ ବୃଷ୍ଟିପାତ ଚିନ୍ତା ବଢ଼ାଇ ଦେଇଥିବା ସେ କହିଛନ୍ତି । ଏହି ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମି ଯାଇଛି ।

କୋରାପୁଟରେ ପ୍ରବଳ ବର୍ଷା , ଅସ୍ତବ୍ୟସ୍ତ ଜନଜୀବନ

ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଫଳରେ ଜିଲ୍ଲା ଜରୁରୀକାଳୀନ ବିଭାଗ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛି । ଏନେଇ ଜିଲ୍ଲା ଆପାତକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ 326.7 ମିଲିମିଟର ବୃଷ୍ଟିପାତ ହୋଇଛି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.