ETV Bharat / state

'ଲୋକ ସାହିତ୍ୟ ହିଁ କାଳଜୟୀ ସାହିତ୍ୟ'

author img

By

Published : Nov 18, 2019, 10:23 AM IST

ଭାଷା କେବଳ ଭାଷା । କିନ୍ତୁ ଆଦର୍ଶ ମଣିଷ ହିଁ ପ୍ରକୃତ ମଣିଷ । ଯେଉଁ ଭାଷାରେ ଲୋକ ସାହିତ୍ୟ ରହିଛି, ଯେଉଁ ଭାଷାର ସାହିତ୍ୟ ସମାଜକୁ ଦିଗଦର୍ଶନ ଦିଏ ତାହା ହିଁ 'କାଳଜୟୀ ସାହିତ୍ୟ' ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।

''ଲୋକ ସାହିତ୍ୟ ହିଁ କାଳଜଈ ସାହିତ୍ୟ''

କୋରାପୁଟ: ରାଜ୍ୟସ୍ତରୀୟ ପରବ ମହୋତ୍ସବରେ ପଦ୍ମଶ୍ରୀ ହଳଧର ନାଗ ସମ୍ମାନିତ । ଗତକାଲି ଏହି ଉତ୍ସବରେ ଯୋଗ ଦେଇ ଥିବାବେଳେ ତାଙ୍କୁ ସମ୍ମାନିତ କରାଯାଇଛି । ତେବେ ଏହି ଅବସରରେ ଓଡ଼ିଶାରେ ସାହିତ୍ୟ ସାଧନାର ସ୍ଥିତି ତଥା କଳା ସଂସ୍କୃତିର ସଂରକ୍ଷଣ ଉପରେ ଆମ ପ୍ରତିନିଧି ତାଙ୍କ ସହ ଆଲୋଚନା କରିଛନ୍ତି ।

''ଲୋକ ସାହିତ୍ୟ ହିଁ କାଳଜଈ ସାହିତ୍ୟ''

ଯେଉଁଠି ସେ କହିଥିଲେ, ଓଡ଼ିଆ ଭାଷାର ଆଦୃତ ଏବେ ଧିରେ ଧିରେ କମିବାରେ ଲାଗିଛି । ମୋବାଇଲ,ଟିଭି ଜଗତରେ ଓଡ଼ିଆ ସାହିତ୍ୟ ସ୍ରଷ୍ଟାଙ୍କ ଲୋପ ପାଇବାରେ ଲାଗିଛି । ଜାତି ସହ ଭାଷା ଭିନ୍ନ ଭିନ୍ନ । କିନ୍ତୁ ଭାଷା କେବଳ ଭାଷା । ଆଉ ଆଦର୍ଶ ମଣିଷ ହିଁ ପ୍ରକୃତ ମଣିଷ । ଯେଉଁ ଭାଷାରେ ଲୋକ ସାହିତ୍ୟ ରହିଛି, ସତ୍‌ ସାହିତ୍ୟ, ଯେଉଁ ଭାଷାର ସାହିତ୍ୟ ସମାଜକୁ ଦିଗଦର୍ଶନ ଦେଇଛି ତାହା ହିଁ କାଳଜୟୀ ସାହିତ୍ୟ ।

ଏପରିକି ନିଜ କୋଶଳୀ ଭାଷାର ସମସ୍ତ କବି ଓ କାବ୍ୟଙ୍କୁ ସମ୍ମାନ ଦେବା ସହ ଶହ ଶହ ହଳଧର ନାଗ ଏ ମାଟିରେ ଜନ୍ମ ନିଅନ୍ତି ବୋଲି କହିଥିଲେ ପଦ୍ମଶ୍ରୀ ।

କୋରାପୁଟରୁ ସିଏଚ.ଶାନ୍ତାକାର ଇଟିଭି ଭାରତ

Intro:ଗତକାଲି ସନ୍ଧ୍ୟାରେ କୋରାପୁଟରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ପରବ ମହୋତ୍ସବ ରେ ଅତିଥି ଭାବେ ଯୋଗ ଦେଇ ସମ୍ମାନିତ ହୋଇଥିଲେ ପଦ୍ମଶ୍ରୀ ହଳଧର ନାଗ । ଏହି ଅବସରରେ ଈଟିଭି ଭାରତ ତାଙ୍କ ସହ କିଛି ସମୟ ତାଙ୍କ କୃତି , ଓଡ଼ିଶାରେ ସାହିତ୍ୟ ସାଧନାର ସ୍ଥିତି ତଥା କଳା ଓ ସଂସ୍କୃତି ର ସଂରକ୍ଷଣ ଦିଗରେ ପରବ ଭଳି ସାଂସ୍କୃତିକ ମଞ୍ଚର ଉପଯୋଗିତା କୁ ନେଇ କଥାବାର୍ତ୍ତା କରିବାର ସୁଯୋଗ ପାଇଥିଲା । ଆସନ୍ତୁ ଶୁଣିବା ତାଙ୍କରି ମୁଖରୁ ତାଙ୍କରି କଥା ......Body:Byte : Padmashree Haladhar Nag , Poet
.......Santakar
Koraput
........Conclusion:Byte : Padmashree Haladhar Nag , Poet
.......Santakar
Koraput
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.