ETV Bharat / state

କଦଳୀ ବୋଝେଇ ଟ୍ରକରୁ ଏକ ଟନ୍ ଗଞ୍ଜେଇ ଜବତ, 2 ଅଟକ

author img

By

Published : Aug 31, 2021, 10:17 PM IST

ଜୟପୁର ପୋଲିସ ପକ୍ଷରୁ 1ଟନ ଓଜନର ଗଞ୍ଜେଇ ଜବତ । ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ...

କଦଳୀ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ, 2 ଅଟକ
କଦଳୀ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ, 2 ଅଟକ

କୋରାପୁଟ: ଜୟପୁର ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା କଦଳୀ ଗାଡିରେ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ । ସୂଚନାନୁଯାୟୀ କଦଳୀ କାନ୍ଧିକୁ ଉପରେ ରଖିଥିବାବେଳେ ଭିତରେ ଗଞ୍ଜେଇ ପ୍ୟାକେଟକୁ ରଖି ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପୋଲିସ ।

କଦଳୀ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ, 2 ଅଟକ

ତେବେ ଜୟପୁର ଓ କୋରାପୁଟ ମଧ୍ୟରେ ଥିବା ଘାଟିରୁ ପୋଲିସ ଏକ କଦଳୀ ବୋଝେଇ ହୋଇ ଯାଉଥିବା ଟ୍ରକକୁ ଜବତ କରିଛି । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଘଟଣାରେ ୨ ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ଜବତ ହୋଇଥିବା ଗଞ୍ଜେଇର ଓଜନ ଏକ ଟନରୁ ଊର୍ଦ୍ଧ୍ବ ଥିବାବେଳେ ଏହାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବା ନେଇ ପାେଲିସ ଅନୁମାନ କରିଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.