ETV Bharat / state

କୋଟପାଡରୁ ବିପୁଳ ପରିମାଣର ନକଲି ମଦ ଜବତ

author img

By

Published : Jan 24, 2021, 5:11 PM IST

କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୋଟପାଡରେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ନକଲି ମଦ ଜବତ କରାଯାଇଛି । ଅଧିକ ପଢନ୍ତୁ...

କୋଟପାଡରୁ ବିପୁଳ ପରିମାଣର ନକଲି ମଦ ଜବତ
କୋଟପାଡରୁ ବିପୁଳ ପରିମାଣର ନକଲି ମଦ ଜବତ

କୋରାପୁଟ:ବିପୁଳ ପରିମାଣର ନକଲି ମଦ ଜବତ । କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୋଟପାଡରେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ନକଲି ମଦ ଜବତ କରାଯାଇଛି।

କୋଟପାଡରୁ ବିପୁଳ ପରିମାଣର ନକଲି ମଦ ଜବତ

କୋଟପାଡର ଓ୍ବାର୍ଡ ନମ୍ବର ୧ର କୁଞ୍ଜଗୁଡାରେ ଚାଲିଥିବା ଏକ ନକଲି ମଦ କାରଖାନାରେ ଖାଲି ବୋତଲ, ରାପର, ଠିପି ସିଲ୍ ସହିତ ନକଲି ମଦ ଜବତ କରିଛନ୍ତି ଅବକାରୀ ବିଭାଗ କର୍ମଚାରୀ ।

କିନ୍ତୁ ଏହି ମାମଲାରେ କେହି ଗିରଫ ହୋଇନଥିବା ଜଣାପଡିଛି । ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହୋଇଥିବା ବେଳେ ୨୪୫ ଲିଟର ଅପମିଶ୍ରିତ ପେଟ୍ରୋଲ ଓ ଡିଜେଲ ଜବତ କରିଛି ପୋଲିସ ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.